Odisha Link
Bridging the Missing Links in Odisha
Browsing Tag

Pakistan

ପାକିସ୍ତାନ ଆମର ଦ୍ଵିତୀୟ ଘର: ତାଲିବାନ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ଆଫଗାନିସ୍ତାନ କବ୍‌ଜା କରିବା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି…

ପାକିସ୍ତାନୀଙ୍କ ପ୍ରିୟ ଦୂରଦର୍ଶନ

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଚ୍ୟାନେଲ ଦୂରଦର୍ଶନ ପ୍ରେମରେ ପାକିସ୍ତାନୀ। ଏକଥା ଆପଣଙ୍କୁ ଅଜବ ଲାଗୁଥଲେ ମଧ୍ୟ ଏକଦମ୍‌ ସତ। ଭାରତୀୟଙ୍କ ପରେ ଦୂରଦର୍ଶନ ଓ ଅଲ୍‌ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍‌ ଚ୍ୟାନେଲକୁ ସବୁଠୁ ଅଧିକ ପାକିସ୍ତାନବାସୀ ଦେଖୁଛନ୍ତି। ଅର୍ଥାତ୍‌ ଭାରତୀୟଙ୍କ ପରେ ପାକିସ୍ତାନୀଙ୍କ ବେଶି ପ୍ରିୟ…

ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ

ଶ୍ରୀନଗର: ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ। ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ  ମିଳିଛି। ବିଏସଏଫ୍ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଛି। ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା…

ଥରିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୋରଦାର ଭୁକମ୍ପ ଝଟ୍‌କା। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଭୁକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି। ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ୬.୩୯ ମିନିଟରେ ଇସଲାମାବାଦରେ ୪.୫…

ପରମାଣୁ ବୋମା ମ୍ୟୁଜିୟମରେ ରଖିବାକୁ…

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ିବା ସହ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଯୁଦ୍ଧର ରୂପ ନେବାରେ ଲାଗିିଛି। ଯାହାକୁ ନେଇ ଚିନ୍ତାରେ ବିଶ୍ବ ସମୂହ। ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଇସ୍ରାଏଲ ସେନା ଓ ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ…

ଗୁଜରାଟ: ୧୫୦ କୋଟି ଟଙ୍କାର ହେରୋଇନ୍‌…

ଅହମ୍ମଦାବାଦ: ଆରବ ସାଗରରେ ଗୁଜରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇତିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍)। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗୁଜରାଟ ଏଟିଏସ୍‌ ଓ ଭାରତୀୟ…

ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ…

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ଉଡ଼ିବ ପାକିସ୍ତାନ ବିମାନ। ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ଭାରତକୁ ଦିନେ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଭାରତ ଅନୁମତି ଦେଇଥିବାରୁ ଚାରିଆଡ଼ୁ ପ୍ରଶଂସାର ପାତ୍ର ହୋଇଛନ୍ତି ଭାରତ ସରକାର। ସୂଚନାଯୋଗ୍ୟ, ଭାରତୀୟ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ…

ଜମ୍ମୁ: ଜମ୍ମୁ ଓ କଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ। ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଯବାନ ସହିଦ ହୋଇଛନ୍ତି। ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ…

ଭାରତ-ପାକ୍‌ ସୀମାରେ ଗୁପ୍ତ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି। ଗୁପ୍ତ ସୁଡ଼ଙ୍ଗ ଠାବ ପରେ ପାକିସ୍ଥାନର ଅସଲ ମୁଖା ସାମ୍ନାକୁ ଆସିଛି। ପାକ୍‌ ଆଇଏସ୍‌ଆଇ ଏହି…

ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ ପାକିସ୍ତାନୀ ମହିଳା। ମହିଳାଙ୍କ ନାମ ବାନୋ ବେଗମ୍, ବୟସ ୬୫ ବର୍ଷ। ତାଙ୍କ ଘର ପାକିସ୍ତାନରେ ହୋଇଥିଲେ ମଧ୍ୟ ସେ ଉତ୍ତରପ୍ରଦେଶରେ ଏଟା ଜିଲ୍ଲାର ଗୁଆଡୁଆ ଗ୍ରାମପଞ୍ଚାୟତ ସରପଞ୍ଚ ହୋଇଛନ୍ତି। କିନ୍ତୁ ଏଯାଏଁ ତାଙ୍କୁ ଭାରତୀୟ ନାଗରିକତା ମିଳିନାହିଁ, ହେଲେ ସେ…