Odisha Link
Bridging the Missing Links in Odisha
Browsing Tag

Phone

NEET-JEE ପରୀକ୍ଷା: ମୋଦୀଙ୍କ ସହ କଥା…

ଭୁବନେଶ୍ବର: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ଲାଗି ରହିଛି ଦ୍ବନ୍ଦ୍ବ। ସରକାର ପରୀକ୍ଷା ସପକ୍ଷରେ ଥବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକ କରୋନା କାଳରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏସବୁ ମଧ୍ୟରେ ଆଜି ପିଏମ୍‌ ମୋଦୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

କରୋନା ମୁକାବିଲା: ଟ୍ରମ୍ପଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ବା କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଫୋନ୍‌…

କରୋନା ମୁକାବିଲା: ଗୁଜୁରାଟ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡ଼ିଆ ଶ୍ରମିକମାନେ ଫସି ରହିଥିବା ପରିପ୍ରେକ୍ଷୀରେକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ ଯୋଗେ କଥାହୋଇଛନ୍ତି। ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି…

ଜେଏନୟୁ ହିଂସା: ହ୍ୱାଟସଆପ ଗ୍ରୁପ୍‌…

ନୂଆଦିଲ୍ଲୀ: ଜାନୁଆରୀ ୫ରେ ମୁଖାପିନ୍ଧା ୫୦ରୁ ଅଧିକ ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ଏଥିରେ ଜେଏନୟୁଏସୟୁ ସଭାପତି ଆଈଶୀ ଘୋଷଙ୍କ ସମେତ ୩୪ ଜଣ ଆହତ ହୋଇଥିଲେ। ଜେଏନୟୁ ଏସୟୁ ଏଥିପାଇଁ ଏବିଭିପି ଛାତ୍ର ସଂଗଠନକୁ ଦାୟୀ କରିଥିବା ବେଳେ…

ମୋ ସରକାର: ଅଭିଯୋଗକାରୀଙ୍କ ସହ ଫୋନରେ…

ଭୁବନେଶ୍ବର: ଗୃହ, ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିବା ୧୯ ଜଣ ଅଭିଯୋଗକାରୀଙ୍କ ସହିତ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଯାଜପୁର…

ଚାଷୀଙ୍କ ସହ କଲ୍‌ସେଣ୍ଟର ଜରିଆରେ…

ଭୁବନେଶ୍ବର: ଚଳିତ ଖରିଫ୍‌ ଋତୁ ୨୦୧୯-୨୦ରେ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସରୁ ଆରମ୍ଭ ହୋଇଛି । ନଭେଞ୍ଚର ୩୦ ତାରିଖରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାରର୍ଯ୍ୟାଳସ୍ଥିଜ କଲ୍‌ସେଣ୍ଟରରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚାଷୀମାନଙ୍କ ସହ ଫୋନ ଯୋଗେ ଧାନ…

ମୋ ସରକାର: ଲୋକଙ୍କୁ ଫୋନ କଲେ ନବୀନ,…

ଭୁବନେଶ୍ବର: ଆଜି ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଥାନା, ୩ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଓ ଶହୀଦ…