Odisha Link
Bridging the Missing Links in Odisha
Browsing Tag

pipili

ପିପିଲି ଟୋଲ୍ ଗେଟ ସମ୍ମୁଖରେ ବିକ୍ଷୋଭ

ପିପିଲି: ଆଜି ସିପିଆଇ- ଏମଏଲ୍ ପକ୍ଷରୁ ପିପିଲି ଟୋଲ୍ ଗେଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିପିଲି ଟୋଲ୍ ଗେଟରେ ସମସ୍ତ ଗାଡ଼ିକୁ ଟୋଲ୍ ଟିକସ ମୁକ୍ତ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ସିପିଆଇ- ଏମଏଲର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ ଓ ସମାଜବାଦୀ ପାର୍ଟିର ରାଜ୍ୟ…

ଆଜିଠୁ ଏପ୍ରିଲ ୧୪ ଯାଏ ଦାନଗହିର ଓ ଜୟପୁର…

ପୁରୀ: ଆଜିଠୁ ଏପ୍ରିଲ ୧୪ ଯାଏ ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଦାନଗହିର ଓ ଜୟପୁର ଗାଁ ସଟ୍‌ ଡାଉନ୍। ଏନେଇ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଘୋଷଣା…

ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସୂଚନା ମୁତାବକ, ସ୍ଥାନୀୟ ଗ୍ରାମର ଜଣେ ବିବାହିତ ଯୁବକ ଯୁବତୀଙ୍କ ସହ କିଛି କଥା ହେବା ବାହାନାରେ ଏକ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ହାତ ଗୋଡ…

ପୁଲିସ୍‌ ଏନ୍‌କାଉଣ୍ଟରରେ ଅପରାଧୀ ଭାଗୁ…

ପୁରୀ: ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ପିପିଲି-ନିମାପଡ଼ା ତାରକାଜ ଛକ ଓଭରବ୍ରିଜ୍‌ରେ ପୁଲିସ୍‌ ଗୁଳିରେ ଭାଗୁ ଆହତ ହୋଇଥିବା ସୂଚନା । ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ…

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିବା…

ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିବା ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ରାସ୍ତା ଉପରେ ଗୋଟିଏ ପରିବାରର ୩ ଭାଇଙ୍କ ମୁଣ୍ଡ ଗଡାଇଥିବା ୬ ହତ୍ୟାକାରୀଙ୍କୁ ଗିରଫ କରାଗଲା । ମର୍ଡରର ମାଷ୍ଟରମାଇଣ୍ଡ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା…

ଏଥର ରଥଯାତ୍ରାରେ ଆଉ ଦବାକୁ ପଡିବନି ଟୋଲ…

ଭୁବନେଶ୍ୱର : ରଥଯାତ୍ରା ସମୟରେ ପୁରୀ ଯାଉଥିବା ଯାତ୍ରୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ରଥରେ ଟୋଲ ଗେଟ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟ ଫି’କୁ ଛାଡ଼ କରାଯାଇଛି । କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି…