Odisha Link
Bridging the Missing Links in Odisha
Browsing Tag

pipili

ବଦଳିଲା ତାରିଖ: ମେ ୧୬ରେ ପିପିଲି…

ଭୁବନେଶ୍ବର: ପୁଣି ବଦଳିଲା ପିପିଲି ଉପନିର୍ବାଚନର ତାରିଖ। ମେ' ୧୩ ବଦଳରେ ମେ' ୧୬ରେ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ମେ' ୧୯ରେ ଭୋଟଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବାକୁ ଥିବା ବେଳେ ଭୋଟଗ୍ରହଣର ଦୁଇଦିନ…

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା…

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- "ତମର…

ପିପିଲି: ବାଇକ୍ ଆରୋହୀଙ୍କଠୁ ୫୦ ଲକ୍ଷ…

ପିପିଲି: ପିପିଲି ଉପନର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲୁଥିବା ବେଳେ ଆଜି  ୨ ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ପଲସରରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ପୁଲିସ…

ଶାସକ ଦଳ ଚାପରେ ସରକାରୀ ଅଧିକାରୀମାନେ…

ଭୁବନେଶ୍ୱର: ସାଧାରଣ ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ, ରାଜ୍ୟରେ ହେଉଥିବା ସମସ୍ତ ନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ କରି ନିର୍ବାଚନକୁ ନିଜ…

ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ…

ପିପିଲି: ଆସନ୍ତା କାଲି ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପିପିଲିରେ ଉପ ନିର୍ବାଚନ। ଉପନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, କୋଭିଡ଼ କଟକଣାରେ ଭୋଟ ଗ୍ରହଣ କରାଯିବ। ଗୋଟିଏ…

ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ

ପିପିଲି: ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପିପିଲିରେ ଉପ ନିର୍ବାଚନ। ଏନେଇ ଆଜି ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାରର…

ପିପିଲି ଉପନିର୍ବାଚନ; ଯାହା…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଲାଣି। ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟ କସରତ ଆରମ୍ଭ କରିଲେଣି। ଆଜି ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା…

ପିପିଲି ଉପନିର୍ବାଚନ: ବିଜେଡି…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଛି। ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ସଂପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପର ଠାରୁ…

ଆହାତ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି…

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଜଣେ ଆହାତ ଯୁବକଙ୍କୁ ଡ଼ାକ୍ତଖାନାରେ ଭର୍ତ୍ତି କରିଛନ୍ତି। ଆହାତ ଯୁବକ ଜଣଙ୍କ ହେଲେ ମୁନା ତାଙ୍କ ଘର ପିପିଲିର ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରୁ ଫେରୁଥିବା ବେଳେ ଗୁରୁତର ଆହତ ହୋଇ ରାସ୍ତାରେ ଉପରେ ବେହୋସ ଅବସ୍ଥାରେ…