Odisha Link
Bridging the Missing Links in Odisha
Browsing Tag

POK

ପାକିସ୍ତାନ ମାନଚିତ୍ରରୁ ହଟିଲା ପିଓକେ,…

ଲଣ୍ଡନ: ଭାରତର ପଡ଼ୋଶୀ ରାଷ୍ଟ୍ର ତଥା ଆତଙ୍କବାଦୀଙ୍କ ଘର ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ଦୀପାବଳି ପୂର୍ବରୁ ଭାରତକୁ ଉପହାର ଦେଇଛି ସାଉଦି ଆରବ। ପାକ୍ ଅଧିକୃତ କଶ୍ମୀର ଓ ଗିଲଗିଟ୍ ବାଲଟିସ୍ତାନ୍ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି ହେଉଥିବା ବେଳେ ଆରବ ପକ୍ଷରୁ ପ୍ରସ୍ତୁତ ନୂଆ ବିଶ୍ୱ…

ଭାରତୀୟ ସହର ହେଲା ପାକିସ୍ତାନର ମିରପୁର,…

ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ୍‌ ବାଲଟିସ୍ତାନ ଅଞ୍ଚଳରେ ନିର୍ବାଚନ କରାଇବାକୁ ପାକିସ୍ତାନ ସରକାର ମସୁଧା ଚଳାଇଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଦୁଇଦିନ ତଳେ ଭାରତୀୟ ପାଣିପାଗ ପୋର୍ଟାଲରେ ଏହି ଅଞ୍ଚଳକୁ ସ୍ଥାନ ଦିଆଯାଇଥିବା ବେଳେ ଆଜି ଠାରୁ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓ ମଧ୍ୟ ନିଜର…

ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର

ନୂଆଦିଲ୍ଲୀ: ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନରୱାଣେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ପୂରା ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେ କହିଛନ୍ତି ସଂସଦ ଚାହିଁଲେ ସେ ସଂପୂର୍ଣ୍ଣ ଅଞ୍ଚଳ ଆମର ହେବ। ପିଓକେକୁ ପୂରାପୂରି କବ୍‌ଜା କରିବାର…

POKକୁ ହଟାଇ ଚର୍ଚ୍ଚାରେ ଆସିଲେ ଶଶି…

ଥିରୁଅନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପାକ୍‌ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ…

ଭୂକମ୍ପରେ ଦୋହଲିଲା ପିଓକେ, ୫ମୃତ ୫୦ ଆହତ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ଓ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକାରେ ଦୋହଲିଛି ପାକିସ୍ତାନ ଅଧିକୃତ କଶ୍ମୀର। ଭୂମିକମ୍ପରେ ପିଓକେରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିସହିତ ଭୂକମ୍ପ ପାକ୍‌ ଅଧିକୃତ କଶ୍ମୀରରେ ବହୁ…

ପାକ୍‌ ଅଧିକୃତ କଶ୍ମୀର ପ୍ରସଙ୍ଗରେ ଏମିତି…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ମୋଦି ସରକାରର ଦ୍ବିତୀୟ ପାଳିର ୧୦୦ ଦିନର ସଫଳତା ବିଷୟରେ କହିଛନ୍ତି ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ, ଏହି ୧୦୦ ଦିନରେ ସବୁଠୁ ବଡ଼ ଉପଲବ୍ଧି ହେଉଛି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟେଇବା। ଏଥିସହିତ ଆମର…

ରାଜନାଥଙ୍କ ପରେ ଜିତେନ୍ଦ୍ର ପିଓକେକୁ ନେଇ…

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଭାରତର ନଜର ପାକିସ୍ତାନ ଅଧିକୃତ କଶ୍ମୀର ଉପରେ। ଏନେଇ ମୋଦିଙ୍କ ମନ୍ତ୍ରିମଣ୍ଡଳର ଗୋଟିଏ ପରେ ଗୋଟିଏ ନେତା ପିଓକେ କୁ ନେଇ ନିଜ ମତ ରଖୁଛନ୍ତି।  ଗତକାଲି ରାଜନାଥ ସିଂହଙ୍କ ମତ ପରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ପିଓକେ ପ୍ରସଙ୍ଗରେ ମତ ରଖିଛନ୍ତି।…

ସମ୍ପୂର୍ଣ୍ଣ କଶ୍ମୀର ଦାବି କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଯିବା ପରେ ପାକିସ୍ତାନ ଅଶାନ୍ତ ହୋଇଉଠିଛି। କଶ୍ମୀରରେ ଆତଙ୍କବାଦର କାୟାବିସ୍ତାର ପାଇଁ ଏବେ ପାକିସ୍ତାନ ପାଖରେ ସୁଯୋଗ ନ ଥିବାରୁ ବିବ୍ରତ ହୋଇ ଜାତିସଂଘର ଦ୍ବାହି ଦେଉଛି ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ…