Odisha Link
Bridging the Missing Links in Odisha
Browsing Tag

Puri Sea Beach

ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି…

ପୁରୀ: ବଡ ଲହଡିର ସୁଯୋଗ ଦେଖି ଯୁବତୀଙ୍କୁ ଜାବୁଡି ଧରିଲେ ଯୁବକ। ଯୁବତୀଜଣଙ୍କ ଚିତ୍କାର କରିବା ପରେ ଆଖିକାନ ବୁଜି ଦୌଡିଲେ ଯୁବକ । ଏହି ଘଟଣାଟି ପୁରୀ ସମୁଦ୍ର ବେଳାରେ ଘଟିଛି। ଏହି ଅଘଟଣଟି ଆଜି ଆଜି ଅପରାହ୍ନ ୪ଟାରେ ଘଟିଛି । ପ୍ରକାଶ ଯେ, ପୁରୀ ହୋଟେଲ୍‌ ସମ୍ମୁଖରେ ସମୁଦ୍ର ସ୍ନାନ କରୁଥିଲେ କିଛି…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ…

ପୁରୀ: ଜଗା ଦର୍ଶନ କରିବାକୁ ଆସି ସମୁଦ୍ରରେ ଗାଧୋଇବାର ମଜା ନେଉଥିବା ୭ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସିଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅସାବଧାନତା ବଶତଃ ଭାସିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ଲାଇଫ୍‌ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା…

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ,…

ପୁରୀ : ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ମାସ ତୃତୀୟ ଶନିବାର ଦିନ ଅନ୍ତର୍ଜାତିୟ ବେଳାଭୂମି ସଫେଇ ଦିବସ ପାଳନ ହୁଏ । ଏହି ଅବସରରେ ପୁରୀ ବେଳା ଭୂମିରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘କିପ୍ ମି କ୍ଲିନ୍‌’ ବାର୍ତ୍ତା ଦେଇ ସମୁଦ୍ର…

କରୋନା : ପୁରୀ ସି ବିଚ୍‌ରେ ୧୪୪ ଧାରା…

ପୁରୀ: ସାର ବିଶ୍ବରେ କରୋନା ଭୟ। ପୁରୀ ସମୁଦ୍ର କୂଳରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାର ଜାରି କରାଯାଇଛି। ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲି ଉପରେ କଟକଣା ଲଗାଯାଇଛି। ପୁରୀ ସମୁଦ୍ର କୂଳରେ ଅଧିକ ସଂଖ୍ୟାରେ ଲୋକ ରୁଣ୍ଡ ହେଉଥିବାରୁ ସଂକ୍ରମଣ…

କରୋନା : ପୁରୀ ସି ବିଚ୍‌ରେ କଟକଣା

ପୁରୀ: ପୁରୀ ସମୁଦ୍ର କୂଳରେ କର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ସମୁଦ୍ର କୂଳରୁ ଉଠା ଦୋକାନୀମାନଙ୍କୁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, କୋଟି କୋଟି ଓଡ଼ିଆଙ୍କ ହୃଦୟର ଠାକୁର ମହାପ୍ରଭୁ…

ଦେଶର ସ୍ବଚ୍ଛ ବେଳାଭୂମି ତାଲିକାରେ ଓଡିଶା…

ପୁରୀ: ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଦେଶର ସ୍ବଚ୍ଛ ବେଳାଭୂମିରେ ଓଡିଶା ପ୍ରଥମ। ଓଡ଼ିଶାର ପୁରୀ ଏବଂ ଗୋପାଳପୁର ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମିର ମାନ୍ୟତା ମିଳିଛି। ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ସମୂଦ୍ର ତଟ୍ଟୀୟ…

ପୁରୀରୁ ଚିଲିକା ପର୍ଯ୍ୟନ୍ତ ସଚେତନତା…

ପୁରୀ: ଆଧୁନିକ ଯୁଗରେ ପରିବେଶର ପ୍ରଦୂଷଣ ଯୋଗୁଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଛି। ପରିବେଶର ସୁରକ୍ଷା ସହ ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲର ସୁରକ୍ଷା ନିମନ୍ତେ ଆଜି ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ପୁରୀ ବେଳା ଭୂମିରେ…

ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ

ପୁରୀ: ପୁରୀ ସମୁଦ୍ରରେ ଭାସିଯାଉଥିବା ଜଣେ ମହିଳାଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ହେଲେ ନିଳାବତୀ ସାହୁ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ନିଳାବତୀ ପୁରୀ ସମୁଦ୍ରକୁ ପରିବାର ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ…

ବେଳାଭୂମି ଅଞ୍ଜଳରୁ ବେଆଇନ ନିର୍ମାଣକୁ…

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟ ଅଞ୍ଚଳରୁ ଜବରଦଖଲ ମୁକ୍ତ ହେବା ପରେ ପ୍ରଶାସନର ନଜର ଏବେ ପୁରୀ ସି ବିଚ୍ ଉପରେ। ଏହି କ୍ରମରେ ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଉଛି ବୁଲଡୋଜର। ୪ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଛେଦ କାମ। ଆଜି ବେଳାଭୂମିରେ…

ବେଳାଭୂମି ଅପରିଷ୍କାର କଲେ ଜରିମାନା…

ପୁରୀ : ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ରହିଛି ମନୋରମ ବେଳାଭୂମି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ସଂଖ୍ୟାଧିକ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ଏହି ବେଳାଭୂମି। ଏହାର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦି ଘେରା ବୁଲି ଆସିଲେ ଅନେକ ଖୁସି ହୋଇଯାନ୍ତି।…