Odisha Link
Bridging the Missing Links in Odisha
Browsing Tag

Rairangpur

ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ…

ରାଇରଙ୍ଗପୁର : ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା। ବୋଲେରୋକୁ ମୟୂରଭଞ୍ଜ ରାଇରଙ୍ଗପୁର ସହରରୁ ଜବତ କରାଯାଇଛି। ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ବୋଲେରୋ ଜବତ ହୋଇଛି। ପ୍ରକାଶ ଯେ, ଏକ ଗ୍ୟାରେଜରେ ରଙ୍ଗ ପାଇଁ ଥିବାବେଳେ ବୋଲେରୋ ଦୁଇଟିକୁ…

ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍

ରାଇରଙ୍ଗପୁର: ଟ୍ରକ ଧକ୍କାରେ ଓଲଟି ଯାତ୍ରୀବାହୀ ବସ୍। ଏହି ଅଭାବନୀୟ ଘଟଣାଟି ବିଶୋଇ-କେନ୍ଦୁଝର ଅଶନା ନିକଟରେ ଘଟିଛି। ପ୍ରକାଶ ଯେ , ମଧୁସ୍ମିତା ନାମକ ଯାତ୍ରୀବାହୀ ବାସ ପାଲଲହାଡ଼ାରୁ ବାରିପଦା ଯାଉଥିଲା। ଅଶନା ନିକଟରେ ଯାତ୍ରୀ ଓହ୍ଲାଉ ଥିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି…

ବିପୁଳ ଚୋରା ମଦ ଜବତ, ଜଣେ ମହିଳାଙ୍କ…

ରାଇରଙ୍ଗପୁର: ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି। ସେହିପରି ଆଉ ଏକ…

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ…

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ସୀତା ମହାକୁଡ଼। ସୂଚନା ଅନୁସାରେ, ସୀତା ଦୁଇବର୍ଷ ତଳେ ବିଶୋଇ ଥାନା ମଝିଗାଁରେ ବିବାହ କରିଥିଲେ। ସ୍ୱାମୀ ତାଙ୍କୁ ସବୁବେଳେ ମାରପିଟ କରୁଥିବା…

ତୀର ମାଡ଼ରେ ଚାଲିଗଲା ଜୀବନ

ମୟୂରଭଞ୍ଜ: ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ବିବାଦରୁ ଜଣେ ଯୁବକଙ୍କ ତୀରମାଡ଼ରେ ଅନ୍ୟ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ସମରା ହେହୁରୀ। ତୀର ମାଡ଼ କରିଥିବା ଅଭିଯୁକ୍ତ ଛୋଟରାୟ ଦେହୁରୀ ଫେରାର ହୋଇଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ସମରା ଓ…

ବାପାକୁ ହତ୍ୟା କଲା ପୁଅ

ରାଇରଙ୍ଗପୁର: ବାପାକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ଗୋପାଳ ନାଏକ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ହେଉଛି ଜିତେନ ନାଏକ। ହତ୍ୟା ଅଭିଯୋଗରେ ଜିତେନକୁ ପୁଲିସ୍‌ ଗିରଫ କରିଛି।…

ଓଲଟିଲା ବାଲି ବୋଝେଇ ଟ୍ରକ୍, ଡ୍ରାଇଭର…

ରାଇରଙ୍ଗପୁର: ରାଇରଙ୍ଗପୁର-ଟାଟା ନଗର ଜାତୀୟ ରାଜପଥ ୨୨୦ କାଦୁଆଣୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି।ବାଲି ବୋଝେଇ ଟ୍ରକ୍‌ ଓଲଟି ପଡିବାରୁ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣିଆ ହୋଇଥିବାରୁ ସେ ଗାଡ଼ି ଉପରେ ନିୟନ୍ତ୍ରଣ ରଖି…

ରେଳ ଧାରଣା କଡରୁ ଯୁବକଙ୍କ ମୃତ ଦେହ…

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଧାରଣା କଡରୁ ଯୁବକଙ୍କ ଉଦ୍ଧାର ଉଦ୍ଧାର କରାଯାଇଛି। ମୃତ ଯୁବକ ବାଦାମପାହାଡ ଥାନା ସୁଲିଦୁମା ଗ୍ରାମର ବୀରସିଂ ମୁର୍ମୁ। ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକ। ଘଟଣାର ତଦନ୍ତ କରୁଛି ପୋଲିସ। ମିିଳିଥିବା ସୂଚନା ଅନୁସାରେ,…