Odisha Link
Bridging the Missing Links in Odisha
Browsing Tag

Ram Mandir

୪ମାସରେ ସୁଦୃଶ୍ୟ ରାମ ମନ୍ଦିର: ଅମିତ

ରାଞ୍ଚି: ଅଯୋଧ୍ୟାରେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡର ଏକ ନିର୍ବାଚନୀ ସଭାରେ ଅମିତ ଶାହ କହିଛନ୍ତି ଯେ, ୪ ମାସ ମଧ୍ୟରେ ଅଯୋଧ୍ୟାରେ ନିର୍ମାଣ ହେବ ସୁଦୃଶ୍ୟ ଭବ୍ୟ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ…

ଅଯୋଧ୍ୟାରେ ଦରକାର ବୃହତ୍‌ ମନ୍ଦିର:…

ଜୟପୁର: ଅଯୋଧ୍ୟାରେ ଏକ ବୃହତ ରାମ ମନ୍ଦିର ହେଉ। ଏଭଳି କହିଛନ୍ତି କଂଗ୍ରେସ ନେତା ସଚିନ୍‌ ପାଇଳଟ୍। କଂଗ୍ରେସ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ ଅମିତ ଶାହଙ୍କ ମନ୍ତବ୍ୟ ପରେ ଏହାର ଜବାବରେ ଏପରି କହିଛନ୍ତି ସଚିନ୍। ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମ୍‌କୋର୍ଟ ରାୟ ଦେଇସାରିଛନ୍ତି, ସମସ୍ତେ…

ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଦିନ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରି ସାରିବା ପରେ ଚର୍ଚ୍ଚାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ। କେବେ ହେବ ରାମ ମନ୍ଦିର ପ୍ରତିଷ୍ଠା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ। ପୁଣିଥରେ ମନ୍ଦିର ଶିଳାନ୍ୟାସ ସହ ଆସନ୍ତା ବର୍ଷ ମକର ସଂକ୍ରାନ୍ତିରୁ କିମ୍ବା ରାମ ନବମୀରୁ ରାମ ମନ୍ଦିର…

ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲାରୁ…

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ। ସେ କହିଛନ୍ତି ଯେ, ଅଯୋଧ୍ୟା ମାମଲା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ। ସୂଚନାଯୋଗ୍ୟ ଯେ, ରାଜନୀତିକ ଏବଂ ଅନ୍ୟ…

ରାମ ମନ୍ଦିର ପ୍ରସଙ୍ଗରେ ଏମିତି କହିଲେ…

ନାସିକ୍: ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ଏବେ ରାମ ମନ୍ଦିର ପ୍ରସଙ୍ଗ ବା ଅଯୋଧ୍ୟା ମାମଲା ଚର୍ଚ୍ଚାରେ। କାରଣ ଏବେ ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ନେତା ବିବାଦିୟ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା…

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ…

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଏଥି ସହିତ ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ…