Odisha Link
Bridging the Missing Links in Odisha
Browsing Tag

Ram Mandir

୨୯ ବର୍ଷ ପରେ ଅଯୋଧ୍ୟା ଗଲେ ନରେନ୍ଦ୍ର…

ଅଯୋଧ୍ୟା: ନିଜର ଶପଥ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୀର୍ଘ ୨୯ ବର୍ଷ ପରେ ଆଜି ଅଯୋଧ୍ୟା ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଜନତା ପାର୍ଟି (ବିଜେପି) ଗଠନର ମାତ୍ର ଗୋଟିଏ ଦଶନ୍ଧି ପରେ ହିଁ ରାମ ମନ୍ଦିର ପ୍ରସଙ୍ଗ ଏହି ଦଳକୁ ଏକ ଜାତୀୟ ପ୍ରତିଷ୍ଠା ଆଣିଥିଲା। ପୂରାତନ ରାମ ମନ୍ଦିର ଥିବା…

ଅଯୋଧ୍ୟା: ରାମ ଜନ୍ମଭୂମି ପୂଜାରୀଙ୍କ…

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ଆସିଲା ବଡ଼ ଖବର। ଅଗଷ୍ଟ ୫ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୁଲିସ୍‌ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜାରୀ ପ୍ରଦୀପ ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ…

ପିଏମ୍‌ ମୋଦିଙ୍କ ଅଯୋଧ୍ୟା ଗସ୍ତକୁ…

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମିପୂଜନ ସମାରୋହ ଅଗଷ୍ଟ ୫ରେ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ପିଏମ୍‌ ନରେନ୍ଦ୍ର ମୋଦି ଯୋଗ ଦେଇ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ମୋଦିଙ୍କ ଅଯୋଦ୍ଧା ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସାଂସଦ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ…

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର। ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ ଭୂମି ପୁଜନ। ଏହି ଭୂମି ପୂଜନ ସମାରୋହକୁ ରୋକିବା ପାଇଁ ଆଲ୍ହାବାଦ ହାଇକୋର୍ଟରେ ଏକ ଲେଟର ପିଟିଶନ ଦାଖଲ କରାଯାଇଛି। ଲେଟର ପିଟିଶନଟିକୁ ପିଏଲ୍‌ ଭାବରେ ଗ୍ରହଣ କରି ଭୂମି ପୂଜନ ସମାରୋହରେ…

ତିନି ମହଲା ବିଶିଷ୍ଟ ହେବ ଅଯୋଧ୍ୟା ରାମ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର। ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ ଭୂମି ପୁଜନ। ଏହି ଅବସରରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜା ସମାରୋହରେ ଗର୍ଭ ଘରେ ରୂପାର ୫ଟି ଇଟା ମଧ୍ୟ ଲଗାଯିବ। ସୂଚନାମୁତାବିକ ପ୍ରଥମ ଇଟା ପ୍ରଧାନମନ୍ତ୍ରୀ…

କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର…

ମୁମ୍ବାଇ: ରାମ ମନ୍ଦିର ନିର୍ମାଣକୁ ନେଇ କଟାକ୍ଷ କରିଛନ୍ତି ରାଷ୍ଟବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ବାର। ସେ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ଦ୍ବାରା କରୋନା ଭାଇରସ୍‌ ଲୋପ ପାଇଯିବ। କେଉଁ କାମ କେତେ ମହତ୍ବପୂର୍ଣ୍ଣ ସେ କଥା ନିର୍ଣ୍ଣୟ କରାଯିବାର…

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି…

ଅଯୋଧ୍ୟା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଦିନ ପୂରଣ ଅବସରରେ ଆଜି ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ ଠାକରେ। ଏହି ଅବସରରେ ଉତ୍ତର ପ୍ରଦେଶ ପୋଲିସ୍‌ ଗାର୍ଡ ଅଫ୍‌ ଅନର ଦେଇ ଉଦ୍ଧବଙ୍କୁ ସ୍ବାଗତ କରିଥିଲେ। ସପରିବାର ଓ ଶିବସେନାର କିଛି ନେତାଙ୍କ ସହ ଅଯୋଧ୍ୟା ଗସ୍ତ କରିଛନ୍ତି ଉଦ୍ଧବ।…

ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର…

ନୂଆଦିଲ୍ଲୀ: ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏ ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ,, ରାମନବମୀ ଦିନ ଏଠାରେ ୧୫ରୁ ୨୦ ଭକ୍ତଙ୍କ ସମାଗମ ହୁଏ। ତେଣୁ ଏହି ଦିନ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା କଷ୍ଟକର ହେବ।…

ରାମ ମନ୍ଦିର ଟ୍ରଷ୍ଟ୍‍ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍‍କୁ ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ଉନ୍ନତି ପାଇଁ ଆମେ ଯୋଜନାଟିଏ ପ୍ରସ୍ତୁତ କରିଛୁ। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ୍‍ ଗଠନ…

୪ମାସରେ ସୁଦୃଶ୍ୟ ରାମ ମନ୍ଦିର: ଅମିତ

ରାଞ୍ଚି: ଅଯୋଧ୍ୟାରେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡର ଏକ ନିର୍ବାଚନୀ ସଭାରେ ଅମିତ ଶାହ କହିଛନ୍ତି ଯେ, ୪ ମାସ ମଧ୍ୟରେ ଅଯୋଧ୍ୟାରେ ନିର୍ମାଣ ହେବ ସୁଦୃଶ୍ୟ ଭବ୍ୟ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ…