Odisha Link
Bridging the Missing Links in Odisha
Browsing Tag

Ram Mandir

ରାମ ମନ୍ଦିର ନିର୍ମାଣ: ଓଡ଼ିଶାରୁ ୪୨ କୋଟି…

ଭୁବନେଶ୍ୱର: ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ କେବଳ ୪୨,୦୩,୦୭,୦୬୬ ଟଙ୍କା ସଂଗ୍ରହ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶାରେ ମକର…

‘ରାମ ମନ୍ଦିର’ ପ୍ରଜ୍ଞାପନ ମେଢ଼କୁ ପ୍ରଥମ…

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୭ଟି…

ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ…

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦେଇଛନ୍ତି ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି। ‘ରାମ ଜନ୍ମଭୂମି ତୀର୍ଥ…

ସାଧାରଣତନ୍ତ୍ର ଦିବସରେ ଶୋଭା ବଢ଼ାଇବ…

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼। ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ବଢ଼ାଇବ ରାଜପଥର ଶୋଭା। ଉତ୍ତର ପ୍ରଦେଶର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ସାମିଲ ନେଇ ବୋଲି ସୂଚନା ମିଳିଛି। ରାମ…

ଅଯୋଧ୍ୟା ରାମ ମନ୍ଦିରରେ ପହଁଞ୍ଚିଲା ୬ଶହ…

ଅଯୋଧ୍ୟା: ବହୁ ବର୍ଷର ବାଦ ବିବାଦ ପରେ ଶେଷରେ ରାମ ଜନ୍ମଭୂମି ଅଯେଧ୍ୟାରେ ନିର୍ମିତ ହେଉଛି ଭବ୍ୟ ରାମ ମନ୍ଦିର। ମନ୍ଦିର ନିର୍ମାଣକୁ ନେଇ ସାରା ଦେଶର ଶ୍ରଦ୍ଧାଳୁ, ସଂସ୍କୃତି ପ୍ରମେୀଙ୍କ ମନରେ ଲାଗି ରହିଛି ଉତ୍ସାହ। ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରତିଦିନ…

ରାମ ମନ୍ଦିର ନକ୍ସାକୁ ବୋର୍ଡର ମଞ୍ଜୁରୀ

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଶ୍ରୀରାମ ମନ୍ଦିର ପାଇଁ ପ୍ରସ୍ତୁତ ନକ୍ସା ଏବଂ ପାର୍ଶ୍ବ ଅଞ୍ଚଳର ମାନଚିତ୍ରକୁ ବୋର୍ଡର ମଞ୍ଜୁରୀ। ଅଯୋଧ୍ୟା ବିକାଶ ପ୍ରାଧିକରଣର ବୈଠକରେ ମନ୍ଦିରର ନକ୍ସା ସର୍ବସମ୍ମତି କ୍ରମେ ଗୃହିତ ହୋଇଛି। ପ୍ରାଧିକରଣର ଅଧ୍ୟକ୍ଷ ତଥା କମିଶନର ଏସ.ପି ଅଗ୍ରୱାଲଙ୍କ…

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ…

ଅଯୋଧ୍ୟା: ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଆଜିଠାରୁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ…

ଅଯୋଧ୍ୟା ପରି ନେପାଳରେ ହେବ ଭବ୍ୟ ରାମ…

ଓଏଲ୍‌ ବ୍ୟୁରୋ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ଭୂମି ପୂଜନ ଉତ୍ସବ। ଏହାର ୫ଦିନ ନଜାଉଣୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶରେ ପ୍ରଭୁ ରାମଙ୍କର ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ମନ୍ଦିର କରିବା ପାଇଁ କହିଛନ୍ତି। ଏହାପୂର୍ବରୁ ଶ୍ରୀ ଓଲି କହିଥିଲେ…

ମନ୍ଦିର ଓ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ…

ନୂଆଦିଲ୍ଲୀ: ଭବ୍ୟ ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ନେଇ ପାକିସ୍ତାନ ଉଠାଇଲା ପ୍ରଶ୍ନ। ଏହାର ଜବାବ ରଖିଛି ଭାରତୀୟ ବୈଦଶିକ ମନ୍ତ୍ରଣାଳୟ। ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ କେନ୍ଦ୍ର କରି ଇମ୍ରାନ ଖାନଙ୍କ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ହିନ୍ଦୁବାଦୀ ଶକ୍ତି ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର…

ରାମ ଜନ୍ମଭୂମି ଆନ୍ଦୋଳନର ୧୦ ଜଣ ବିସ୍ମୃତ…

ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍‌ଏସ୍‌ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ…