Odisha Link
Bridging the Missing Links in Odisha
Browsing Tag

Ram Nath Kovind

ହୋଲି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳନ କରୁଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ହୋଲି ଅଭିନନ୍ଦନ…

ରାଷ୍ଟ୍ରପତି ଭବନରେ ପହଁଞ୍ଚିଲେ ଟ୍ରମ୍ପ୍,…

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ସେ ଦିଲ୍ଲୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରରେ ଆଜି ସକାଳ ୧୦ଟାରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭବନରେ…

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ୍

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନରେ ସେ ଦିଲ୍ଲୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ। ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯିବ।…

ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ,…

ନୂଆଦିଲ୍ଲୀ: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲିର ଉଦଯାପନୀ ଉତ୍ସବରେ ଦେଖା ହୋଇଥିଲେ ଦୁଇ ବନ୍ଧୁ। ସେହି ୨ବନ୍ଧୁ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ ସାଂସଦ ବୀରଭଦ୍ର ସିଂ। ପରେ ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ। ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ…

ନିର୍ଭୟା ମାମଲା: ରାଜକ୍ଷମା ଆବେଦନ କଲା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ସୂଚନାଯୋଗ୍ୟ,ଆଜି ହିଁ ନିର୍ଭୟା ମାମଲାର ୪…

ଆଜି ସରସ୍ବତୀ ପୂଜା: ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା। ସାରା ଦେଶରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ବଡ଼ ଧୁମଧାମରେ ପାଳନ ହେଉଛି। ଏହି ପିବତ୍ର ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ…

ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି:…

ନୂଆଦିଲ୍ଲୀ: ସାମ୍ବାଦିକତା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଆଉ ଏପରି ସଙ୍କଟ ସମୟରେ ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି। ରାମନାଥ ଗୋଏଁକା ଉତ୍କୃଷ୍ଟ ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏଭଳି କହିଛନ୍ତି। ଏଥିସହ ସେ…

ପସ୍କୋ ଆକ୍ଟରେ ରାଜକ୍ଷମା ଆବେଦନ ଶେଷ…

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି ଯେ, ଶିଶୁ ଦୁଷ୍କର୍ମକାରୀଙ୍କ ଲାଗି ରାଜକ୍ଷମା ଆବେଦନର କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ । ପୋକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାକୁ…

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ…