Odisha Link
Bridging the Missing Links in Odisha
Browsing Tag

Ranapur

ମାଟି ତଳୁ ମିଳିଲା ୧୦ ଝୁଡ଼ି କଉଡ଼ି

ରଣପୁର: ପୁୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳିବା ସମୟରେ ମାଟି ତଳୁ ମିଳିଲା କଉଡ଼ି। ରଣପୁର ତାଳକଣି ପଞ୍ଚାୟତ ନଛିପୁରର ନାରାୟଣ ସାହୁ ତାଙ୍କର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳାଉ ଥିଲେ । ଏହି ସମୟରେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ…

ପୁଲିସର ଅତର୍କିତ ଚଢଉ, ୫ ଖଣି ମାଫିଆ…

ରଣପୁର: ଦୀର୍ଘଦିନ ଧରି ଚୋରା ପଥର ଖଣି ଖନନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଅଚାନକ ଚଢାଉ। ଚାନ୍ଦପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ବେଆଇନ୍‌ ଭାବେ ଚାଲୁଥିଲା ପଥର ଖଣି ଖନନ। ସୂଚନା ପାଇ ରବିବାର ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଅଚାନକ ଏହି ବେଆଇନ୍‌ ଖଣିଗୁଡିକ ଉପରେ ଚଢାଉ କରିଥିଲେ। ଝାଡପଡା ରାଜସ୍ୱ…

କାଜୁ ପାଇଁ ଗୋଷ୍ଠୀ ସଂଘର୍ଷ: ୨ ମୃତ, ୫…

ନୟାଗଡ଼: ମହାମାରୀ କରୋନା ଭାଇରସ ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ଆସିଛି ଗୋଷ୍ଠୀ ସଂଘର୍ଷ ଖବର। ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଗତକାଲି ଏକ କାଜୁ ଜଙ୍ଗଲକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର…

ନୟାଗଡ଼: ଉନ୍ନତିକରଣ ହେବ ଚାନ୍ଦିପୁରସ୍ଥିତ…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁରର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍‌ପିଟାଲ୍‌ର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ସଂପର୍କରେ ଆଲୋଚନା ହୋଇ ହସ୍‌ପିଟାଲ୍‌କୁ କିଭଳି କ୍ରିୟାଶୀଳ କରାଯାଇ ପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଥିଲା…

ପୋଖରୀ ହୁଡ଼ାରେ ମହିଳାଙ୍କ ଶବ: ହତ୍ୟା ନା…

ନୟାଗଡ଼: ପୋଖରୀ କୂଳରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ। ରଣପୁର ଥାନା ତାଳକଣି ଗାଁରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁସାରେ ଏହି ଗ୍ରାମର ମାଗୁଣି ବେହେରାଙ୍କ ପତ୍ନୀ ପ୍ରଭାସିନୀ ଆଜି ଭୋର ୪ଟା ୩୦ରେ ଗ୍ରାମ ପୋଖରୀକୁ ନିତ୍ୟକର୍ମ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ…

ଦ୍ବିତୀୟ ଶ୍ରୀକ୍ଷେତ୍ର ଭେଳିକି

ରାଜ୍ୟର ଅନ୍ୟତମ ସର୍ବପୁରାତନ ମନ୍ଦିର ଶ୍ରୀମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ କାଳକ୍ରମେ ପୁରୀ ସହର ଶ୍ରୀପୁରୁଷୋତ୍ତମକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଶ୍ରୀକ୍ଷେତ୍ର ନାମରେ ଖ୍ୟାତ ହୋଇଛି। ତେବେ ସରକାରୀ ରାଜସ୍ବ ନଥିରେ ଏ ସହରର ନାମ ପୁରୀ ହିଁ ରହିଛି। ଅନୁରୂପ ଭାବେ ସ୍ଥାନୀୟ ଐତିହ୍ୟ ଓ…