Odisha Link
Bridging the Missing Links in Odisha
Browsing Tag

RAYAGADA

ଥମୁନି ଜନନୀ ଯନ୍ତ୍ରଣା: ଗାଁକୁ ନାହିଁ…

ରାୟଗଡ଼ା: ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା। ପୁଣିଥରେ ରାଜ୍ୟରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ମେଡିକାଲରେ ପହଁଞ୍ଚିଛନ୍ତି। ସୂଚନାଯୋଗ୍ୟ, କାଶୀପୁର ବ୍ଲକ୍…

ରାୟଗଡାରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା…

ରାୟଗଡା : ଆଜି ରାୟଗଡା ସ୍ଥିତ ଡିଆରଡିଏ ହଲରେ କୃଷି ,ମତ୍ସ୍ୟ ,ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କୃଷି , ମତ୍ସ୍ୟ , ପଶୁ ସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ…

ବାଇକ୍‌ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର…

ରାୟଗଡ଼ା: ଜଣେ ବାଇକ୍ ଚାଳକଙ୍କୁ ହଜାରେ କି ଦୁଇ ହଜାର ନୁହଁ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା। ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍‌ ଚାଳକଙ୍କ…

ଟ୍ରକ ସହ ଦେଢ଼ କୋଟିର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣ ବଢ଼ିବାରେ ଲାଗିଛି। ଟ୍ରକ ଭିତରୁ ଦେଢ଼ କୋଟି ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ।  ମୁକୁନ୍ଦପୁର ଘାଟିରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା ଅବକାରୀ ସ୍ବତନ୍ତ୍ର ସ୍କ୍ବାଡ଼୍‌।  ଟ୍ରକ୍‌ ଭିତରୁ ୫୬ଟି ବସ୍ତାରେ ଥିବା ୧୬ କ୍ବିଣ୍ଟାଲ୍‌ ୨୨ କେଜି ଗଞ୍ଜେଇ ଜବତ। ଚଢ଼ଉ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ…

ରାୟଗଡା: ଗତ କିଛି ଦିନ ହେବ ରାଜ୍ୟରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରୁଛି ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାର ବାବୁ। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି। ରାୟଗଡ଼ା ଡିଭିଜନ୍-୨ର…

ରାୟଗଡ଼ାରେ ଯାତ୍ରୀବାହୀ ବସ୍…

ରାୟଗଡ଼ା: ରାୟଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଛି ଏକ ଯାତ୍ରୀବାହୀ ବସ୍‌। ବସ୍‌ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ବିଷମକଟକ ହାଜାରୀଡାଙ୍ଗ ନିକଟରେ ଫର୍ଚୁନ ନାମକ ଘରୋଇ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।…

କୋଟିଏ ଟଙ୍କାର ଗଞ୍ଜେଇ ସହ ଟ୍ରକ୍ ଜବତ

ରାୟଗଡ଼ା: ଆଜି ଜୟପୁର ସୁଗାର କମ୍ଫାନୀ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଟ୍ରକ୍ ଭିତରେ ୧୧୧୪ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପ୍ରକାଶ ଯେ, ଜେସକୋ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରକ୍…

୫୬୯କେଜି ଗଞ୍ଜେଇ ଜବତ

ରାୟଗଡ଼ା: ରାଜ୍ୟର ଅନେକ ସ୍ଥାନରୁ ଗଞ୍ଜେଇ ଜବତ କରୁଛି ପୁଲିସ । ରାୟଗଡା ଜିଲ୍ଲା ଗୁମୁଡାରେ ମଙ୍ଗଳବାର ପାଇପରେ ଗଞ୍ଜେଇ ଚାଲାଣ ବେଳେ ଜବତ ହେଇଥିଲା । ୫୬୯କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଗାଡି ଚାଳକ ଓ ହେଲ୍ପର…

ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ…

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି।…

ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂ ମୃତ

ରାୟଗଡ଼ା: ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ। ମୃତକ ଦ୍ବୟ ସମ୍ପର୍କୀୟରେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ (୬୫) ଓ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ (୨୪ )ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ,…