Odisha Link
Bridging the Missing Links in Odisha
Browsing Tag

RAYAGADA

ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ…

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି।…

ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂ ମୃତ

ରାୟଗଡ଼ା: ବିଦ୍ୟୁତ୍ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ। ମୃତକ ଦ୍ବୟ ସମ୍ପର୍କୀୟରେ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ (୬୫) ଓ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ (୨୪ )ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ,…

ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ…

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ ଅଧିକାରୀ। ରାୟଗଡ଼ା ସ୍ଥିତ କାଶୀପୁର ବ୍ଲକର ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରକାଶ ସାହୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ…

୮ ମାସ ଧରି ଆଦିବାସୀ ନାବାଳିକାକୁ…

ରାୟଗଡ଼ା: ରାଜ୍ୟରେ ଥମୁନି ଗଣଦୁଷ୍ମର୍ମ ମାମଲା। ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଏବେ ଆଉ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି। ଆଦିବାସୀ ନାବାଳିକା ଜଣକ ହେଉଛନ୍ତି ଗୁଣପୁର ଥାନା ଅଞ୍ଚଳର। ଦିନକେ ୨ ଦିନ ନୁହେଁ ୮ ମାସ ଧରି ଗଣଦୁଷ୍କର୍ମ ଶିକାର ହୋଇଛନ୍ତି…

ଜେଲ୍‌ରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇରହିଥିବା ବେଳେ ଆଜି ରାୟଗଡା ଜିଲ୍ଲାରେ ୨୧୮ ଜେଲ୍‌ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

୨୪ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ !

ରାୟଗଡ଼ା :‌ ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବ ଅଭିଯୋଗ ହୋଇଛି। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା…

ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ,…

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର। ଏହା…

ଚେଙ୍କ ଦେଲା ସାବତ ମା

ଗୁଣୁପୁର: ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଚେଙ୍କ ଦେଲା ସାବତ ମା। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କି ଦେଇଛନ୍ତି । ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା…

ରାସ୍ତା ତିଆରିକୁ ବିରୋଧ କରି ମେସିନ୍‌…

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଗୁମା ଗାଁ ନିକଟରେ ଲଙ୍କାକାଣ୍ଡ ରଚିଛନ୍ତି ମାଓବାଦୀଙ୍କ। ରାସ୍ତା ତିଆରିକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। ସୂଚନା ମୁତାବକ, ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା। ରାତି ପ୍ରାୟ…

ସିବିଆଇ ତଦନ୍ତ ଦାବିରେ କଂଗ୍ରେସର…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଛି। ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବାଙ୍ଗି ଛକରେ ସକାଳ ୬ରୁ ଅପରାହ୍ନ ୨ଟା ଯାଏଁ କଂଗ୍ରେସର ରାସ୍ତାରୋକ କରାଯିବ। ଟାୟାର ଜାଳି ରାସ୍ତାରୋକ କରିଛନ୍ତି…