Odisha Link
Bridging the Missing Links in Odisha
Browsing Tag

rhea chakraborty

ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ…

ମୁମ୍ବାଇ: ଦୀର୍ଘ ୬ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ବଲିଉଡର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ। ବଲିଉଡ୍‌ର ଚକଲେଟ୍‌ ହିରୋ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କୁ ଏନସିବି ଗିରଫ କରି ଜେଲ୍‌ ପଠାଇଥିଲା। ଜେଲରୁ ମୁକୁଳିବାର ୬ ମାସ ପରେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ…

ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ…

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସ ମାମଲା ସହ ଜଡ଼ିତ ଥିବା ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି ନାର୍କୋଟିକ୍‌ସ କଣ୍ଟ୍ରୋଲ୍‌ ବ୍ୟୁରୋ। ମାର୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ…

ଜଣେ ଝିଅର ଜୀବନ ଖରାପ କରିଦେଲ : ହୁମା

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହାକୁ ଅନେକ ଲୋକ ପ୍ରସଂଶା କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଅଭିନେତ୍ରୀ ହୁମା କୁରେଶି ବହୁତ ରାଗି ଥିବାର ନଜରେ ଆସିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି , ସମସ୍ତେ ରିୟାଙ୍କୁ କ୍ଷମା…

ପୁଛ୍‌ତା ହୈ ଭାରତ: ପ୍ରକୃତ ଖଳନାୟକ କିଏ?…

୩-୪ ଦିନ ତଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଏମ୍‌ସର ଡାକ୍ତରୀ ଟିମ୍ ବିଧିବଦ୍ଧ ଭାବେ ବୟାନ ଜାରି କରି କହିଥିଲେ: ସୁଶାନ୍ତଙ୍କୁ କେହି ହତ୍ୟା କରିନାହିଁ, ସେ ଆତ୍ମହତ୍ୟା ହିଁ କରିଛନ୍ତି। ଆଜି ବମ୍ବେ ହାଇକୋର୍ଟ ଡ୍ରଗ୍ସ ଚାଲାଣ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ…

ରିୟାଙ୍କୁ ବଡ ଝଟକା, ଅକ୍ଟୋବର ୨୦…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ମନା ଆସିଥିଲା ।ତେବେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ କୋର୍ଟ ତରଫରୁ ଏକ ବଡ଼ ଝଟକା ମିଳିଛି । ରିୟା ଚକ୍ରବର୍ତ୍ତୀ,…

ଘୁଞ୍ଚିଲା ରିୟାଙ୍କ ଜାମିନ ଶୁଣାଣି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗତ ୧୪ ଦିନ ଧରି ଭାଇଖୋଲା ଜେଲରେ ଅଛନ୍ତି । ରିୟାଙ୍କ ବ୍ୟତୀତ ସୌଭିକକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡା ମଧ୍ୟ ୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ । ସେପଟେ ରିୟାଙ୍କ ଓକିଲ ମୁମ୍ବାଇ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭୂତ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ଦଳ ଏବେ ଭୂତ ମିଷ୍ଟ୍ରିର ଯାଞ୍ଚ କରିବ। ସିବିଆଇର ମୁମ୍ବାଇର ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବ୍‌ ଉପରେ ରହିଛି। ପରିବାର ଅଭିଯୋଗ କରିଛନ୍ତି ଏହି ରିସର୍ଟକୁ ଅସିବା ପରେ ସୁଶାନ୍ତଙ୍କ ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ…

ସୁଶାନ୍ତ ସିଂହ ମୂତ୍ୟୁ ମାମଲା; ଆଜି…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ନେବେ। ରିୟାଙ୍କ ଆବେଦନ ମୁତାବକ ନିଜ ବିରୋଧରେ ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇକୁ ଟ୍ରାନ୍ସଫର କରିବାକୁ ସେ…

ସୁଶାନ୍ତଙ୍କ ମୃତ୍ୟୁର ୧ ମାସ ପରେ ମୁହଁ…

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ମାସକ ତଳେ ବଲିଉଡର ସାଇନିଂ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସମସ୍ତେ ସ୍ବବ୍ଧ ହୋଇଯାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବର ଯେତିକି ତାଙ୍କ ପରିବାର, ଅଗଣିତ ଫ୍ୟାନ୍‌ଙ୍କୁ ବ୍ୟଥିତ କରିଛି ସେତିକି ମଧ୍ୟ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ…