Odisha Link
Bridging the Missing Links in Odisha
Browsing Tag

Rice

୧୦ ହଜାର କୋଟି ଟଙ୍କାର ଚାଉଳ ବାଣ୍ଟିଲେ…

ଓଏଲ୍‌ ବ୍ୟୁରୋ: ଦିନ ଥିଲା ଭୋକିଲା ରାଜ୍ୟ କହିଲେ ଓଡ଼ିଶାକୁ ବୁଝାଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିବା ପରେ ଓଡ଼ିଶାର ସଂଜ୍ଞା ବଦଳିବାରେ ଲାଗିଲା। ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ଯେପରି କେହି ବି ଅନାହାରରେ ନମରନ୍ତି ତାକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ…

ଚାଉଳ କଳି: ବିଜେଡିର ୩ ଦିନିଆ ଆନ୍ଦୋଳନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥମୁନି ଚାଉଳ କଳି। ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଚାଉଳ ରାଜନୀତି। ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା କରିବା ପରେ କୋଭିଡ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କାଟି ଦିଆଯାଇଛି।…

ଉଷୁନା ଚାଉଳ ନେଉନି କେନ୍ଦ୍ର: ବିଜେଡି

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେଉନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଛନ୍ତି। ସାମ୍ବାଦିକ…

ମାଗଣାରେ ୫ ମାସର ଚାଉଳ ଡାଲି ପାଇବେ…

ଭୁବନେଶ୍ବର: କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ…

କରୋନା ମୁକାବିଲା: ବିନା ମୂଲ୍ୟରେ ମିଳିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ‘କରୋନା’ ପାଇଁ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୫ କେଜି ଚାଉଳ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରାଯିବ। ପିଡିଏସ୍‌ ଚାଉଳ ସହିତ ଅତିରିକ୍ତ ଭାବେ ବିନା ମୂଲ୍ୟରେ ଏହି…

ଲକଡାଉନ୍: କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ୍। ସାରା ଦେଶ କାଲିଠୁ ପୁରା ଲକ ଡାଉନ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଲକଡାଉନ ସମୟରେ କିଭଳି ଦେଶବାସୀଙ୍କୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର…

ଜାଣନ୍ତୁ ଏବର୍ଷ କେତେ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ୍‌ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ସୁଦ୍ଧା ୩୧ ହଜାର ୧୮୮ ଜଣ ଚାଷୀ ମୋଟ ୨୧ ଲକ୍ଷ ୧୯ ହଜାର ୫୦୧ କ୍ୱିଣ୍ଟାଲ୍‌ ଧାନ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରରେ ବିକି୍ର କରିଛନ୍ତି ଯାହାକି ଗତବର୍ଷ ଆଜିର ଦିନଠାରୁ ୧୩ ପ୍ରତିଶତ ଅଧିକ । ଗତ ୨୦୧୮ ଡିସେମ୍ବର ୩ ତାରିଖ…

ଖରିଫ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ ଧାନ ସଂଗ୍ରହ ବର୍ଷ ୨୦୧୯-୨୦ରେ ଚଳିତ ନଭେମ୍ବର ମାସଠାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇ ଏ ପର୍ଯ୍ୟନ୍ତ ୯,୮୨,୭୯୦ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ…

ଅଗଷ୍ଟ ୩୧ ପରେ ମିଳିବନି ଟଙ୍କିକିଆ ଚାଉଳ!

ଭୁବନେଶ୍ୱର : ଆପଣ ସରକାରୀ ଯୋଜନାରେ ଟଙ୍କକିଆ ଚାଉଳ ପାଉଛନ୍ତି କି? ଯଦି ଆଧାର କାର୍ଡ ସହ ଆଧାର ସଂଯୋଗ ହୋଇନାହିଁ ତେବେ ଅଗଷ୍ଟ ୩୧ ପରଠାରୁ ଆପଣ ଏ ସୁବିଧାରୁ ବଞ୍ଚିତ ହେବେ। ଆପଣ ଦୁଇଟି ସ୍ଥାନରୁ ରାସନ କାର୍ଡ ସାହାଯ୍ୟରେ ସରକାରୀ ଚାଉଳ ନେଉଛନ୍ତି କି! ତେବେ ସାବଧାନ ରୁହନ୍ତୁ ଆପଣ। କାରଣ…