Odisha Link
Bridging the Missing Links in Odisha
Browsing Tag

samir ranjan das

ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ହକି…

ଓଏଲ୍‌ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଜଣା ପଡିଛି। ତେବେ ଏହି ହକି ବିଶ୍ୱକପ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହେବାଉ ଯାଉଛି। ଯାହାକୁ ନେଇ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର…

ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ…

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତରେ ସ୍ମାର୍ଟ କ୍ଳାସରୁମ୍‌ର ଶୁଭାରମ୍ଭ ହେବା ସହିତ ଛତ୍ରପୁର ବ୍ଳକର ୧୮ଟି ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ କ୍ଳାସରୁମ୍‌ ଆରମ୍ଭ ହୋଇଛି।…

ଆଇନ ବାହାରକୁ ଯାଇ ସରକାର କିଛି…

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖଛନ୍ତି । ମନ୍ତ୍ରୀ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ । ଗଣଶିକ୍ଷା ମନ୍ତ୍ରୀ ଦାସ…

କରୋନା ପାଇଁ ବନ୍ଦ ହେବନି ସ୍କୁଲ୍‌ :…

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି। କରୋନା ନେଇ ରାଜ୍ୟରେ ସ୍କୁଲ୍‌ ବନ୍ଦ ଉପରେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା…

ଭବାନୀପାଟଣା: ଶିକ୍ଷକଙ୍କ ଦରମା ବନ୍ଦ କରି…

କଳାହାଣ୍ଡି: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଭବାନୀପାଟଣାର କେତେକ ସ୍କୁଲ ପରିଦର୍ଶନରେ ଯାଇ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସି ନ ଥିବା ଚାରିଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୈଫିୟତ୍‌ ଦେବାକୁ ଡକାଇବା ନିମନ୍ତେ ନିର୍ଦେଶ ଦେଇଛନ୍ତି। ସେମାନେ ହେଉଛନ୍ତି ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡ଼ା…

ଏଣିକି ୬ ବର୍ଷରେ ଥରେ ବଦଳିବେ କିରାଣୀ :…

ଭୁବନେଶ୍ବର: ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର । ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ।  ବିଦ୍ୟାଳୟ…

ପ୍ରଥମରୁ ସ୍ପୋକନ୍ ଇଂଲିଶ କ୍ଲାସ୍

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜୀ ଭାଷାରେ ଦକ୍ଷ କରିବା ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଅଭିଭାବକମାନେ ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲରେ ଖୁବ୍‌ ଶୀଘ୍ର…

ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ପାଳିତ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି କହିଲେ ଯେ ସଂସ୍କୃତ ଭାଷା ସାହିତ୍ୟର ପ୍ରଚାରପ୍ରସାର ଓ ଲୋକପ୍ରିୟତାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ସଂସ୍କୃତ ଭାଷା ପ୍ରତି…