Odisha Link
Bridging the Missing Links in Odisha
Browsing Tag

Sarathi baba

ପ୍ରବଚନ ଦେଇପାରିବେ ସାରଥି : ହାଇକୋର୍ଟ

କଟକ: ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି। ସାରଥିଙ୍କୁ ପ୍ରବଚନ ଅନୁମତି ଦେଲେ ହାଇକୋର୍ଟ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ ସାରଥୀ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ରହିଛି।ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ…

ଚାଲିଥିଲା ସାରଥୀ ଭଜନ ସନ୍ଧ୍ୟା, ବନ୍ଦ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ମଢ଼ିଆଳ ବଜାରରେ ଚାଲିଥିଲା ସାରଥି ଭଜନ ସନ୍ଧ୍ୟା। ବିବାଦୀୟ ‘ସାରଥି ବାବା’ ଓରଫ ସନ୍ତୋଷ ରାଉଳର କିଛି ଅନୁଗତ ଭକ୍ତ ଭଜନ କାର୍ଯ୍ୟକ୍ରମ ଚଳାଇଥିବା ବେଳେ ସ୍ଥାନୀୟ ପୁଲିସ ପହଞ୍ଚି ଏହାକୁ ବନ୍ଦ କରାଇଛି। ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥି ପ୍ରବଚନ, ସତ୍‌ସଙ୍ଗ,…

ସାରଥୀଙ୍କ ଗୁମର ଖୋଲିଲେ ଆଇପିଏସ୍ ଅରୁଣ…

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ସାରଥୀ ବାବା ତଥା ସଞ୍ଜୟ ରାଉଳ। କାରଣ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ପାଇଁ ପୁଣିଥରେ ଚର୍ଚ୍ଚାରେ ସାରଥୀ ବାବା। ସାରଥୀ ବାବାଙ୍କୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।…

ପ୍ରବଚନ ଦେବାପାଇଁ ବ୍ୟାକୁଳ ମାନ୍ୟବର

ଭୁବନେଶ୍ବର: ପୁଣି ବିଭିନ୍ନ ସ୍ଥାନରେ ସତ୍‌ସଙ୍ଗ ହେବ?ପୁଣି ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେକି ସାରଥୀ? ନିକଟରେ ଜାମିନ ପାଇ ଜେଲ୍‌ରୁ ବାହାରିଥିବା ଆତ୍ମଘୋଷିତ ବାବା ସାରଥି ପୁଣିଥରେ ପ୍ରବଚନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଅନୁମତି ମାଗିଛନ୍ତି ବାବା ସାରଥି ଓରଫ୍‌…

ରାଜ୍ୟ ବାହାରେ ସାରଥି

ଭୁବନେଶ୍ବର : ଜେଲରୁ ଆସିବା ପରେ କେଉଁଠି ସାରଥି ଅଛନ୍ତି ବୋଲି ସମସ୍ତ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା । ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସାରଥୀଙ୍କ ନୂଆ ଠିକଣାକୁ ନେଇ ଭକ୍ତ ମଧ୍ୟ…

କ୍ରାଇମବ୍ରାଞ୍ଚ ନଜରରେ ସାରଥି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ । ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ । ବେଲ ବଣ୍ଡ ସର୍ତ୍ତ ପଳନ କରୁଛନ୍ତି କି ନାହିଁ କ୍ରାଇମବ୍ରାଞ୍ଚ ତାହାର ଅନୁଧ୍ୟାନ କରିବ । ସାରଥୀ ସର୍ତ୍ତ ପାଳନ ନକଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

ଜେଲରୁ ମୁକୁଳିବା ପରେ ଆତ୍ମଘୋଷିତ…

ଭୁବନେଶ୍ବର : ଚାରି ବର୍ଷ ପରେ ଗତକାଲି ଚୌଦ୍ୱାର ଜେଲରୁ ବାହାରିଥିଲେ ସନ୍ତୋଷ ରାଉଳ ଓରଫ ସାରଥୀ । କେଉଁଠି ଅଛନ୍ତି ସାରଥୀ ? ଜେଲରୁ ମୁକୁଳିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା । ଜେଲରୁ ବାହାରିବା ପରେ ସାରଥୀ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ସାରଥୀଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କୋର୍ଟ କଟକଣା ଜାରି…

ବାବାସ୍ୟ କାନ୍ୟ ଗତି!

ମୁଣ୍ଡ ମସଲା-୩ | ଡଃ କୁଳାଙ୍ଗାର ବାବାସ୍ୟ କାନ୍ୟ ଗତି! ବିବି ବିନା ତ ଅନେକ ବଞ୍ଚିଛନ୍ତି, କିନ୍ତୁ ବାବାଙ୍କ ବିନା ଏବେ ବଞ୍ଚିବା ଏବେ ଅସମ୍ଭବ ହୋଇ ଯାଇଛି। ବାବା କେବେ ଆଧ୍ୟାତ୍ମିକ ଥିଲେ, ଏବେ କିନ୍ତୁ ବାବାମାନେ ସର୍ବବ୍ୟାପୀ। ବାବା ନେତା, ବାବା ଗୁରୁ, ବାବା ବେପାରୀ, ବାବା ଚିକିତ୍ସକ,…