Odisha Link
Bridging the Missing Links in Odisha
Browsing Tag

School Closed

୧୦ ବର୍ଷରେ ବନ୍ଦ ହେଲାଣି ୭୪୭୮ଟି ସ୍କୁଲ,…

ଓଏଲ୍‌ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏସବୁ ମଧ୍ୟରେ ଏଭଳି ଏକ ଖବର ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ କରିବାରେ ଲାଗିଛନ୍ତି। ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୭୪୭୮ଟି ସରକାରୀ ସ୍କୁଲକୁ…

ଆଉ ଖୋଲିବନି ସ୍କୁଲ୍‌, ପ୍ରଥମରୁ ଅଷ୍ଟମ…

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏଥିସହ ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ବି ହେବନି ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ ଭଳି ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ…

କାଲି ସ୍କୁଲ୍‌ ଓ କଲେଜ ଛୁଟି, ଜାଣନ୍ତୁ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ…

ସ୍କୁଲ ବନ୍ଦ ନୁହେଁ, ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ କହିଛନ୍ତି ଯେ, ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ଅଛି। ୧୪ ହଜାର…

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ବର: ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା ଓ ନାମଳେଖା ପ୍ରକ୍ରିୟା ଜାରି ରହିବ।…

୧୪,୩୭୯ ସ୍କୁଲ ବନ୍ଦ କରିଦେବେ ରାଜ୍ୟ…

କଟକ: ରାଜ୍ୟ ବନ୍ଦ ହେବାକୁ ଯାଉଛି ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ ରୁ ଲାଗୁ ହେବାକୁ ଯାଉଥିବା ବେଳେ ନିଷ୍ପତ୍ତିକୁ ଚାଲେଞ୍ଚ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟ…

କରୋନା ପାଇଁ ଗଣଶିକ୍ଷା ବିଭାଗର କଡ଼ା…

ଭୁବନେଶ୍ବର: କରୋନା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ସ୍କୁଲ କଲେଜ ବନ୍ଦ ନେଇ ସରକାର ଘୋଷଣା କରିଥିଲେ। ତେବେ ପରୀକ୍ଷା କିନ୍ତୁ ଚାଲୁ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏବେ କଟକଣା ଆଉ ପାଦେ ବଢ଼ିଯାଇଛି। ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।…

୩୧ ମାର୍ଚ୍ଚ ଯାଏ ରାଜ୍ୟର ସବୁ ସ୍କୁଲ…

ଭୁବନେଶ୍ବର: ସାର ବିଶ୍ବରେ ଏବେ କରୋନା ଭୟ।  କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି। ଏହାସହ ସିନେମା ହଲ, ସୁଇମିଙ୍ଗ ପୁଲ ମଧ୍ୟ ବନ୍ଦ ରହିବ।

କରୋନା ପାଇଁ ବନ୍ଦ ହେବନି ସ୍କୁଲ୍‌ :…

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି। କରୋନା ନେଇ ରାଜ୍ୟରେ ସ୍କୁଲ୍‌ ବନ୍ଦ ଉପରେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା…

ଭାରତ ବନ୍ଦରେ କେଉଁ ସବୁ ସ୍କୁଲ ଛୁଟି…

ଭୁବନେଶ୍ୱର : ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଭାରତବନ୍ଦରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡିଶାର ୧୫ ଜିଲ୍ଲାର ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ସତର୍କତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କନ୍ଧମାଳ,…