Odisha Link
Bridging the Missing Links in Odisha

୩୧ ମାର୍ଚ୍ଚ ଯାଏ ରାଜ୍ୟର ସବୁ ସ୍କୁଲ ବନ୍ଦ

ଭୁବନେଶ୍ବର: ସାର ବିଶ୍ବରେ ଏବେ କରୋନା ଭୟ।  କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି। ଏହାସହ ସିନେମା ହଲ, ସୁଇମିଙ୍ଗ ପୁଲ ମଧ୍ୟ ବନ୍ଦ ରହିବ।

Comments are closed.