Odisha Link
Bridging the Missing Links in Odisha
Browsing Tag

School

ଆଜିଠୁ ଏହି ଦୁଇ ରାଜ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଛି ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ ଏସଓପି ଜାରି କରାଯାଇଛି। ସ୍କୁଲ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ପଡ଼ିବ।…

ଯାଜପୁରର ବିଭିନ୍ନ ବିଦ୍ୟାଳୟ ବୁଲି…

ଚଣ୍ଡିଖୋଲ: କରୋନା କାରଣରୁ ୯ ମାସ ଧରି ସମସ୍ତ ସ୍କୁଲ ବନ୍ଦ କରାଯାଇଥିଲା। ତେବେ କରୋନା କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିଛନ୍ତି। ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟେରୀ ଶ୍ରୀକାନ୍ତ ତରାଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।…

ସ୍କୁଲ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି…

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ବିଏମସିର ବୈଠକ ଶେଷ ହୋଇଛି। ବୈଠକ ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ବିଏମସି ପକ୍ଷରୁ ହେଲପ ଲାଇନ୍‌ ନମ୍ବର ଲାଇନ୍ ଖୋଲାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ସ୍କୁଲ ଓ…

ସରକାରଙ୍କ ବଡ଼ ଘୋଷଣା, ସ୍କୁଲ୍ ଗଲେ…

ନୂଆଦିଲ୍ଲୀ: ସ୍କୁଲ ଯିବା ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ସ୍କୁଲ୍ ଗଲେ ଛାତ୍ରୀଙ୍କୁ ମିଳିବ ଟଙ୍କା। ଛାତ୍ରୀଙ୍କୁ ଦୈନିକ ମିଳିବ ୧୦୦ ଟଙ୍କା। ଏଥିସହ ଦ୍ୱାଦଶ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ପ୍ରଦାନ କରାଯିବ ବାଇକ। ଏନେଇ ଆଜି ଘୋଷଣା କରିଛନ୍ତି ଆସାମ ଶିକ୍ଷା ମନ୍ତ୍ରୀ…

ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ।ଏଥିପାଇଁ ଜାରି ହୋଇଛି ଗାଇଡଲାଇନ। କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ସ୍କୁଲରେ ସାମାଜିକ ଦୂରତା ସହ…

ଜାନୁଆରୀ ୮ରୁ ଖୋଲିବ ସ୍କୁଲ

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଆସନ୍ତା ବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ…

ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ଓଳି ଖାଇବାକୁ ଦିଆଯିବ। ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଅନୁମୋଦନ…

ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କାରଣରୁ ଦେଶରେ ଅନେକ ସ୍କୁଲ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ଅନେକ ସ୍ଥାନରେ ସ୍କୁଲ, କଲେଜ ଖୋଲା ହେବାପାଇଁ ଆଲୋଚନା ଚାଲିଛି। ତେବେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ…

ବନ୍ଦ ହେବ ଉତ୍କଳ ଗୌରବ ମଧୁସୂଦନଙ୍କ ଗାଁ…

କଟକ: ସ୍କୁଲ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସିଡ୍ୟୁଲ୍‌ଡ ଏରିଆରେ ୧୫ରୁ କମ୍ ଓ ନନ୍‌ସିଡ୍ୟୁଲ୍‌ଡ ଏରିଆରେ ୨୦ରୁ କମ୍‌ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ସ୍କୁଲ…

ସ୍କୁଲ୍‌ ଓ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ…

ନୂଆଦିଲ୍ଲୀ: ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ନିତ୍ୟାନ୍ତ ଜରୁରୀ ହୋଇ ପଡ଼ିଛି। ତେଣୁ ବିଶ୍ଵ ବିଦ୍ୟାଳୟ ସ୍ତରରେ ପଢ଼ାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ। ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢ଼ାଯାଇ ପାରିବ, ସେ ନେଇ ପ୍ରକ୍ରିୟା ଆରମ୍ଭ…