Odisha Link
Bridging the Missing Links in Odisha
Browsing Tag

Shutdown

କାଲିଠୁ ବଲାଙ୍ଗିରରେ ୪ଦିନିଆ ସଟ୍‌ଡାଉନ୍

ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ବିଗୁଡ଼ିଛି କରୋନ ସ୍ଥିତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନେଇଛି କଡ଼ା ପଦକ୍ଷେପ। ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ବଲାଙ୍ଗୀର…

ଜୁଲାଇ ୨୫ରୁ ୨୨ ଦିନ ସଟ୍‌ଡାଉନ୍ ପାରାଦୀପ…

ପାରାଦୀପ: ଜୁଲାଇ ୨୫ ତାରିଖରୁ ୨୨ ଦିନ ଯାଏଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ଯାଏଁ କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ। ୨୦୧୮ ମାର୍ଚ୍ଚ ମାସରୁ କାରଖାନାର ମରାମତି କାମ ହୋଇନି…

କାଲି ସମ୍ବଲପୁର ସଟ୍‌ଡାଉନ୍

ସମ୍ବଲପୁର: ମହାମାରୀ କରୋନା ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ଆସନ୍ତାକାଲି ରବିବାର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ମହାମାରୀ ଆଇନ୍‌ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍‌ ୨୦୦୯ ଅନୁଯାୟୀ ନିଜ ସ୍ବତନ୍ତ୍ର କ୍ଷମତାର…

କଟକ ସହର ଜୁଲାଇ ୮ ଯାଏଁ ସଟ୍‌ଡାଉନ୍

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜର ରଖି ସିଏମସି ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ଜୁଲାଇ ୮ ତାରିଖ ଯାଏଁ କଟକ ସହରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କଲା ସିଏମସି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୮ ତାରିଖ ମଧ୍ୟରାତ୍ର ଯାଏଁ…

ଆଜି ୧୭ ଜିଲ୍ଲାରେ ସପ୍ତାହାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଯେଉଁ ଜିଲ୍ଲା ଗୁଡ଼ିକରେ ୫୦ରୁ ଅଧିକ କରୋନା ପଜିଟିଭ ଆକ୍ରାନ୍ତ ଅଛନ୍ତି ସେହି ଜିଲ୍ଲା ଗୁଡ଼ିକୁ ଜୋନ୍‌ ୧ରେ ସାମିଲ କରିଛନ୍ତି ରାଜ୍ୟ ସରକାର। ଜୋନ-୧ରେ ରାଜ୍ୟ ସରକାର ୧୦ ଟି ଜିଲ୍ଲାକୁ ରଖିଥିବା ବେଳେ ସେହି ସବୁ…

୧୬ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଯେଉଁ ଜିଲ୍ଲା ଗୁଡ଼ିକରେ ୫୦ରୁ ଅଧିକ କରୋନା ପଜିଟିଭ ଆକ୍ରାନ୍ତ ଅଛନ୍ତି ସେହି ଜିଲ୍ଲା ଗୁଡ଼ିକୁ ଜୋନ୍‌ ୧ରେ ସାମିଲ କରିଛନ୍ତି ରାଜ୍ୟ ସରକାର। ଜୋନ-୧ରେ ରାଜ୍ୟ ସରକାର ୧୦ ଟି ଜିଲ୍ଲାକୁ ରଖିଥିବା ବେଳେ ସେହି ସବୁ…

ଜୋନ୍‌-୧ରେ ୧୦ ଜିଲ୍ଲା: ଶନିବାର ଓ…

ଭୁବନେଶ୍ବର: ସାରା ଦେଶରେ କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ରାଜ୍ୟବାସୀଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଉଛନ୍ତି। ରାଜ୍ୟରେ ଦିନିିକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଜୁନ୍‌ ୩୦ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ…

ପୁରୀ: ଆଗକୁ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। କରୋନା ସଙ୍କଟ ମଧ୍ୟରେ ସୁରୁଖୁରରେ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏବେ ସମସ୍ତଙ୍କ ନଜର ବାହୁଡ଼ା ଯାତ୍ରା ଉପରେ। କିଭଳି ବାହୁଡ଼ା ଯାତ୍ରା ସୁରୁଖୁରୁରେ ହୋଇ ପାରିବ ସେ ନେଇ ଚାଲିଛି ପ୍ରସ୍ତୁତି। ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା…

ଆଜିଠୁ ଗଞ୍ଜାମରେ ୪ ଦିନିଆ ସଟ୍‌ଡାଉନ୍,…

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣରେ ସବୁଠୁ ଆଗରେ ରହିଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ…

ସଟ୍‌ଡାଉନ୍: ‌୧୧ଟି ଜିଲ୍ଲାରେ ମାଟ୍ରିକ…

ଭୁବନେଶ୍ୱର: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍ କରାଯିବା ନେଇ ଘୋଷଣା କରାଯାଇଥିଲା। ତେବେ ସଟଡାଉନ ଘୋଷିତ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ସଟ୍‌ଡାଉନ୍ ଘୋଷିତ ୧୧ଟି ଜିଲ୍ଲାରେ ଆଜି ଖାତା…