Odisha Link
Bridging the Missing Links in Odisha
Browsing Tag

Sized

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତି: ଗଜପତି ଜିଲା ଶୁକୁଳିପଦର-ପଥରଗଡ଼ ରାସ୍ତାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ମୋହନା ଥାନା ପୁଲିସ ଶୁକୁଳିପଦର-ପଥରଗଡ଼ ରାସ୍ତାରେ ଚଢାଉ କରି ଏକ ଟ୍ରକରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪…

ବିପୁଳ ପରିମାଣର ଦେଶୀମଦ ଜବତ, ୧୦ ଗିରଫ

ପାଟଣା: ବିପୁଳ ପରିମାଣର ଦେଶୀମଦ ଜବତ। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ…

ଦେଶୀ ମଦ ବୋଝେଇ ଭ୍ୟାନ୍ ଜବତ, ୨ ଗିରଫ

ଭଦ୍ରକ: ଚୋରା ମଦ ଚାଲାଣ ବେଳେ ୭ ଶହ ଲିଟର ଦେଶୀ ମଦ ଜବତ। ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୭ ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍। ଗାଡିରେ ଥିବା ଡ୍ରାଇଭର ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଟିମ୍ ସେମାନଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିମୁଳିଆ…

ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ବର: ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ। ବାର୍ଡ ଫ୍ଲୁ ଚିହ୍ନଟ ପରେ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମକୁ ସିଲ୍‌ କରାଯାଇଛି। ଫାର୍ମକୁ ସିଲ୍‌ କରି ଲାଲ୍‌ ପତାକା ଲଗାଇଛନ୍ତି କର୍ତ୍ତୃପକ୍ଷ। ଫାର୍ମକୁ ୩ ମାସ ପାଇଁ ସିଲ୍‌ କରାଯାଇଛି ଏବଂ ୧୫ ଦିନରେ ଥରେ ଏହାକୁ ବିଶୋଧନ କରାଯିବା। ଏଥିସହ…