Odisha Link
Bridging the Missing Links in Odisha
Browsing Tag

Sized

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଲମତାପୁଟ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏକ ୪୦୭ ଗାଡ଼ିରେ ୧୦୩୬ କିଲୋଗ୍ରାମର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢଉ କରି ଜବତ କରିଛି। ଗତବାଲି ରାତିରେ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ଏହି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଛି। ତେବେ…

ସ୍ୱାଭିମାନ ଅଞ୍ଚଳରେ ମାଓ ଷଡ଼ଯନ୍ତ୍ର ପଣ୍ଡ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପଣ୍ଡ ହୋଇଛି ମାଓ ଷଡଯନ୍ତ୍ର। ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି। ବିଏସଏଫ୍ ଓ ପୋଲିସର ମିଳିତ କମ୍ବିଂ ଅପରେସନରେ ଏହି ସଫଳତା ମିଳିଛି। ଜବତ ମାଓ…

୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ, ୪ ଗିରଫ

ଗୌହ୍ବାଟୀ: ୧୫ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ହେରୋଇନ ଜବତ। ଡ୍ରଗ୍ସ କାରବାର ଉପରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୁଲିସ୍‌ ଗତକାଲି ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି।…

ଭଦ୍ରକରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ

ଭଦ୍ରକ: ଭଦ୍ରକରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ ଳାଗିଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ…

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଅଟକ ଅଛନ୍ତି। ଗଞ୍ଜେଇ ବିହାର ଚାଲାଣ ବେଳେ ଲମତାପୁଟ ପୋଲିସ ଜବତ କରିଛି। ଗଞ୍ଜେଇ ଚାଲାଣ ନେଇ ଖବର ମିଳିବା ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ଏବଂ ଲମତାପୁଟ…

ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରେ ଅବକାରୀ ବିଭାଗର ଚଢ଼ାଉ। ଅତର୍କିତ ଭାବେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବିପୁଳ ପରିମାଣର ଜବତ କରାଯାଇଛି। ଏହି ମାମଲାରେ ପୋଲିସ୍ ଦୀନବନ୍ଧୁ…

ସ୍କୁଟିରୁ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର…

ଆଳି: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାକୁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ଆଳି ପୁଲିସ ଦୁଇଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଳି ପୁଲିସ ରାତ୍ରି ପାଟ୍ରୋଲିଂରେ ସମୟରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ଏକ…

ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍…

ଭୁବନେଶ୍ବର: ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍‌ର ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ। ସୂଚନା…

୨୦ କେଜି ବାରହା ମାଂସ ସହ ବାଘ ମୁଣ୍ଡ ଓ…

ନୂଆପଡା: ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି। ଗତକାଲି ୨୦ କେଜି ବାରହା ମାଂସ ସହ ବାଘ ଛାଲ ଜବତ କରିଛି ନୂଆପଡା ବନ ବିଭାଗ। ଏହି ମାମଲାରେ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମସ୍ତ ଅଭିଯୁକ୍ତ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ବୋଲି ଏସିଏଫ ସୂଚନା…

ହୀରା ଚୋରା ଚାଲାଣ, ୧୭୧ ଖଣ୍ଡ ହୀରା ଜବତ

ନୂଆପଡା: ସୀମାନ୍ତ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ହୀରା ଚୋରା କାରବାର। ଛତିଶଗଡ଼ ସିମାନ୍ତବର୍ତ୍ତୀ ସିନାପାଲି ବ୍ଲକ ଅଞ୍ଚଳରୁ ଜଣେ ଅସାଧୁ ହୀରା ବ୍ୟବସାୟୀଙ୍କ ଠାରୁ ୧୭୧ ଖଣ୍ଡ ହୀରା ଜବତ କରାଯାଇଛି। ଅସାଧୁ ହୀରା ବ୍ୟବସାୟୀ ନୁତନ ପଟେଲ ପାଖରୁ ୪ ଖଣ୍ଡ ବଡ ହୀରା ସହ ସମୁଦାୟ ୧୭୧ ଖଣ୍ଡ ହୀରା ଜବତ…