Odisha Link
Bridging the Missing Links in Odisha

ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରେ ଅବକାରୀ ବିଭାଗର ଚଢ଼ାଉ। ଅତର୍କିତ ଭାବେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବିପୁଳ ପରିମାଣର ଜବତ କରାଯାଇଛି। ଏହି ମାମଲାରେ ପୋଲିସ୍ ଦୀନବନ୍ଧୁ ଜେନା ଓରଫ୍ ଚିଣ୍ଟୁକୁ ଗିରଫ କରିଛି। ଏୟାରଫିଲ୍ଡ ଥାନାରେ ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Comments are closed.