Odisha Link
Bridging the Missing Links in Odisha
Daily Archives

October 2, 2020

ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରେ ଅବକାରୀ ବିଭାଗର ଚଢ଼ାଉ। ଅତର୍କିତ ଭାବେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବିପୁଳ ପରିମାଣର ଜବତ କରାଯାଇଛି। ଏହି ମାମଲାରେ ପୋଲିସ୍ ଦୀନବନ୍ଧୁ…

ରାଜ୍ୟରେ ସର୍ବାଧିକ ୨୩୮୪ କୋଟିର…

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଉଭୟ ଦେଶ ଓ ରାଜ୍ୟରେ ସର୍ବାଧିକ ସାମଗ୍ରୀ ଓ ଜିଏସ୍‌ଟି ଆଦାୟ ହୋଇଛି। ଓଡ଼ିଶାରେ ସେପ୍ଟେମ୍ବର ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ରହିଛି। ସର୍ବଭ‌ାରତୀୟ ସ୍ତରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ…

ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ ସଂଯୋଗ କରିବ। ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ…

ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ପରେ…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ସମଗ୍ର…

ହାଥରସ ପୀଡିତାଙ୍କ ନ୍ୟାୟ ଦାବି କରି ଏପରି…

ମୁମ୍ବାଇ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ନ୍ୟାୟ ଦାବି କରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତ ଏ ମାମଲାରେ ଆଗକୁ ବାହାରିଛନ୍ତି। ଏବେ ଏଥିରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ…

ହାଥରସ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ…

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଶିକାର ପୀଡିତାଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପୀଡିତାଙ୍କ ଗାଁକୁ ପୋଲିସ ପୂରା ଛାଉଣି କରି ରଖିଛି। ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ପୀଡିତାଙ୍କ ଗାଁରେ ନାକାବନ୍ଦୀ କରାଯାଇଛି। ଗାଁର ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ଯାଇ…

ବିଗ୍ ବସ୍‌-୧୪ରେ ନଜର ଆସିବେ ରାଧେ ମାଆ

ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି ବିଗ୍ ବସ୍‌ ସିଜିନ୍‌-୧୪। ବିଗ୍ ବସ୍- ୧୪କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଗୁରୁବାର ସୋ’କୁ ନେଇ କିଛି ଫଟୋ ଭାଇରାଲ ହୋଇଛି। ଫଟୋରେ ବିଗବସ୍ ହାଉସର ଝଲକ ମିଳିବା ସହ ସୋ’ର ହୋଷ୍ଟ ସଲମାନ ଖାନଙ୍କର ମଧ୍ୟ କିଛି ନିଆରା ଇନ୍ଦାଜ ଦେଖିବାକୁ…

ଅଭିନେତା ସବ୍ୟସାଚୀଙ୍କୁ ମିଳିବ ମହାତ୍ମା…

ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି…

ବର୍ଷା ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ସୃଷ୍ଟ ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତକାଲି ୧୧ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର,…

ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ୍‌…

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୧୨ଜଣ କରୋନା ପଜିଟିଭ୍ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫୪୭ରେ ପହଞ୍ଚିଛି। ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫୮ ଜଣ ରହିଥିବା ବେଳେ ୨୫୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଗତ ୨୪ ଘଣ୍ଟାରେ ୩୨୯ ଜଣ ଆରୋଗ୍ୟ ଲାଭ…