Odisha Link
Bridging the Missing Links in Odisha
Browsing Tag

Sri Mandir

ଆଜି ଶ୍ରୀଜିଉଙ୍କୁ ଫୁଲରୀ ତେଲ ଲାଗି

ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ଅଣସର ପିଣ୍ଡିରେ ସମ୍ପାଦନ ହେବ। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଅଣସର ନୀତିର ଅନ୍ୟତମ ଅତି ଗୋପନୀୟ ନୀତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ସମ୍ପାଦନ କରିଥିଲେ ଦଇତାପତି ସେବକ। ଶ୍ରୀଅଙ୍ଗ ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ଆଜି ଶ୍ରୀଜିଉଙ୍କ ଫୁଲରୀ…

ଆଜି ୠକ୍ମିଣୀ ହରଣ ଏକାଦଶୀ,…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ମହୋତ୍ସବ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ। ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ…

ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ…

ପୁରୀ: ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ। ଚନ୍ଦନଯାତ୍ରା ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ ମହାପ୍ରଭୁ। ଅକ୍ଷୟ ତୃତୀୟା…

ଶ୍ରୀମନ୍ଦିରରେ ଅଘଟଣ: ଭାଙ୍ଗିଲା ନୀଳଚକ୍ର…

ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଆଜି କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଛି ନୀଳଚକ୍ର ବାନାର ବାଉଁଶ। କାଳବୈଶାଖୀ ପ୍ରଭାବରେ ପବନ କାରଣରୁ ଏହି ବାନା ବାଉଁଶ ଭାଙ୍ଗିପଡ଼ିଛି। ତେବେ ନୀଳଚକ୍ର ବାନାର ବାଉଁଶ ଭାଙ୍ଗିଥିଲେ ମଧ୍ୟ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ନେଇ ସେବାୟତ ସୂଚନା…

ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ନେଇ ଶ୍ରୀମନ୍ଦିର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ…

ଶନିବାର ଓ ରବିବାର ବନ୍ଦ ରହିବ…

ପୁରୀ: ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ ହେବ। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟ…

ଆସନ୍ତା ରବିବାରଠୁ ବନ୍ଦ ରହିବ…

ଭୁବନେଶ୍ୱର: ଡରାଇଲାଣି କରୋନା କାୟା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ରାଜ୍ୟରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାରଠୁ ବନ୍ଦ ରହିବ ଶ୍ରୀମନ୍ଦିର। ଆସନ୍ତା ରବିବାର ଏପ୍ରିଲ ୪ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ସାନିଟାଇଜେସନ…

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ…

ପୁରୀ: ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଗଜପତି ମହାରାଜା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ…

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ…

ପୁରୀ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ଜମି ବିକ୍ରି ଯୋଜନା ଖବର…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ…

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ। ସକାଳ ୧୦ଟାରୁ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ପ୍ରସ୍ତୁତ ସରିଛି। ସୂଚନା ମୁତାବକ, ଶ୍ରୀମନ୍ଦିର…