Odisha Link
Bridging the Missing Links in Odisha
Browsing Tag

Sri Mandir

ଶ୍ରୀମନ୍ଦିରରେ ରକ୍ତ ଛିଟା, ସେବାୟତ ଓ…

ପୁରୀ: ଶ୍ରୀମନ୍ଦିରରେ ରକ୍ତ ଛିଟା। ଜଣେ ଯାତ୍ରୀ ସହାୟକ ଓ ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ସହାୟକଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଲେ ସେବାୟତ। ଏଭଳି ଏକ ଅଭାବନୀୟ ଘଟିଛି ଶ୍ରୀମନ୍ଦିର ଭିତରେ ଫଳରେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ରକ୍ତର ଛିଟା ଲାଗିଛି। ଗୁରୁତର ସହାୟକ ହେଉଛନ୍ତି ଦାମୋଦର ଗୋଛିକାର।…

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ-ଲ’,…

ନୂଆଦିଲ୍ଲୀ: ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ବାଇ ଲ’।  ବାଇ ଲ’ ପ୍ରତ୍ୟାହାର ସମ୍ପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ। NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ନେଇ କହିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ବିଜେପି ଓ ବିଜେଡି ସାସଂଦଙ୍କ ଦାବି ପରେ…

ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା କାଲି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ବନକଲାଗି ନୀତି ଏଥିପାଇ ବନ୍ଦ ରହିବ ଶ୍ରୀମନ୍ଦିର। ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଆରମ୍ଭ କରାଯିବ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, କେଶର, କର୍ପୁର, ଶଙ୍ଖ,…

ଆଜି ଦ୍ବିତୀୟ ଦିନରେ ଶ୍ରଦ୍ଧାଳୁଙ୍କୁ…

ପୁରୀ: ଗତକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। କାଳି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ୍ ନିୟମକୁ ପାଳନ କରିବା ସହ…

ରାତି ପାହିଲେ ମିଳିବ ଜଗା ଦର୍ଶନ, ସମୟ…

ପୁରୀ: ରାତି ପାହିଲେ ମଳିବ ଜଗା ଦର୍ଶନ। ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ। ଚାତକ ପରି ଚାହିଁ ବସିଥିବା ଭକ୍ତ କାଲି ଦର୍ଶନ କରିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ। ସବୁ ଅପେକ୍ଷାର ଅନ୍ତ ପରେ କାଲି ହେବ ଭକ୍ତ ଭଗବାନଙ୍କର ମିଳିନ। ଆସନ୍ତା କାଲିଠୁ ୩ ଦିନ ଧରି…

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ କରିପାରିବେ। ପ୍ରଥମ ଦୁଇ ଦିନ ଅର୍ଥାତ…

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି…

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଧନୁ ସଂକ୍ରାନ୍ତି ଅବସରରେ ଆଜିଠୁ ଏକମାସ ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ପ୍ରତ୍ୟୁଷରୁ ଠାକୁରଙ୍କ ପହିଲି ଭୋଗ ନୀତି ହେବ। ଧନୁ ସଂକ୍ରାନ୍ତି…

ଆଜିଠୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି…

ପୁରୀ: ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା, ତାପରେ ମଙ୍ଗଳାଆରତୀ ନୀତି ସରିଛି। ଏହାପରେ…

ରୁପାରେ ଝଲସିବ ଶ୍ରୀ ମନ୍ଦିର କବାଟ

ପୁରୀ: ଝଲସିବ ଶ୍ରୀମନ୍ଦିର ଦ୍ବାର। ଶ୍ରୀମନ୍ଦିରରେ ଲାଗିବ ରୂପାର କବାଟ। ରୂପାରେ ଝଲସିବ ବଡ ଦେଉଳର ସାତଟି ଦ୍ୱାର। ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ। ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଛାଉଣି ଦିଆଯିବ। ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…

ସରିଲା ରଥଯାତ୍ରା: ରତ୍ନବେଦୀକୁ ବିଜେ…

ପୁରୀ: ପାଖାପାଖୀ ଏକ ମାସର ବ୍ୟବଧାନ ପରେ ଆଜି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ…