Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଅଘଟଣ: ଭାଙ୍ଗିଲା ନୀଳଚକ୍ର ବାନା ବାଉଁଶ

ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଆଜି କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଛି ନୀଳଚକ୍ର ବାନାର ବାଉଁଶ। କାଳବୈଶାଖୀ ପ୍ରଭାବରେ ପବନ କାରଣରୁ ଏହି ବାନା ବାଉଁଶ ଭାଙ୍ଗିପଡ଼ିଛି।

ତେବେ ନୀଳଚକ୍ର ବାନାର ବାଉଁଶ ଭାଙ୍ଗିଥିଲେ ମଧ୍ୟ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ନେଇ ସେବାୟତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.