Odisha Link
Bridging the Missing Links in Odisha
Browsing Tag

Student

ନାଳରେ ଭାସି ଛାତ୍ର ନିଖୋଜ

ଧରାକୋଟ: ନାଳରେ ଭାସିଗଲେ ଛାତ୍ର। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନପୁର ଗ୍ରାମ ମଙ୍ଗଳପୁର ନାଳର ପ୍ରଖର ସ୍ରୋତରେ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସି ଯାଇ ନିଖୋଜ ଅଛନ୍ତି। ଛାତ୍ର ଜଣକ ହେଲେ ଡେରାସାହିର ପ୍ରଭାକର ମହାରଣାଙ୍କ ପୁଅ କାହ୍ନା (୧୫)। ଦମକଳ ବାହିନୀ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

ସ୍କୁଲ ଅଧ୍ୟକ୍ଷ ୯ମ ଶ୍ରେଣୀ ଛାତ୍ରୀଙ୍କୁ…

ଚାନ୍ଦବାଲି: ଏକଦା ଓଡ଼ିଆ ଆଲବମ ଜଗତରେ 'ନବମ ଶ୍ରେଣୀ ଝିଅଟା ଛାତିକୁ ମୋର ହଟ କରୁଛି' ଗୀତଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଯେଉଁ ଗୀତଟି ଏବେବି ଗୀତ ପ୍ରେମୀଙ୍କ ମନରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏହି ଗୀତ ବିଷୟରେ କାହିଁ କହୁଛୁ। ତେବେ ଜାଣନ୍ତୁ କଣ ପାଇଁ ଏଭଳି କହିଲୁ। କାରଣ ଜଣେ…

ପିଲାମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ…

ଭୁବନେଶ୍ୱର : ପୂର୍ବାହ୍ନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ରାଜ୍ୟସ୍ତରୀୟ ପରୀକ୍ଷା ପର୍ବର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ପର୍ବର…

ଜାତିବାଦ ଉନ୍ମାଦନ ମାଓବାଦ ଓ ଦେଶବିରୋଧୀ…

ଭୁବନେଶ୍ୱର : ନାଗରିକ ସଂଶୋଧନ ନିୟମ ୨୦୧୯ କୁ ବିରୋଧ କରିବା ଆଡରେ ଧାର୍ମିକ ଉନ୍ମାଦନା, ବାମପନ୍ଥୀ ମାଓବାଦୀ ଓ ଦେଶ ବିରୋଧି ଶକ୍ତି ଦ୍ୱାରା ଛାତ୍ର ମାନଙ୍କୁ ପଥଭ୍ରଷ୍ଟ କରି ଦେଶ ସାରା କ୍ୟାମ୍ପସରେ ଅରାଜକତା ଏବଂ ହିଂସାତ୍ମକ ଆନ୍ଦୋଳନ ଛିଡା କରାଇବାର ପ୍ରୟାସକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ…

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ…

ଭୁବନେଶ୍ବର : ଆଜି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ +୩ ଛାତ୍ର-ଛାତ୍ରୀମ‌ାନେ ଘେରାଉ କରିଥିଲେ । ଛାତ୍ର-ଛାତ୍ରୀମ‌ାନେ +୩ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ ଘେରାଉ କରିଥିଲେ । ଦିନ ୧୨ଟାରେ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ବିଶ୍ବବିଦ୍ୟାଳୟ…

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଥିବା ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଗତକାଲି ପାଞ୍ଚ ଜଣ ଛାତ୍ରୀଙ୍କୁ…

ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଦୁଇ…

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ୫ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ସନ୍ଧ୍ୟାରେ ବିଟେକ୍ ଦ୍ୱିତୀୟ ବାର୍ଷିକ…

ବ୍ରିଜ୍ ଉପରୁ ପାଣିକୁ ଡେଇଁଲେ ନବମ…

ରାଉରକେଲା: ନବମ ଶ୍ରେଣୀ ଛାତ୍ର ନଦୀକୁ ଡ଼େଇଁ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଙ୍କ ନାଁ ନିଲେଶ ଦାସ। ସେ କୋଏଲ ନଗର ସି-ବ୍ଲକ୍ ୧୮୧ରେ ରହୁଥିବା ନିର୍ମଳ ଦାସଙ୍କ ପୁଅ। ନିଖୋଜ ଛାତ୍ର ନିଲେସ ଜଗଦା ସ୍ଥିତ ଏମଜିଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଛନ୍ତି। ସୂଚନା ଅନୁସାରେ, ଆଜି ସାଇକଲ…