Odisha Link
Bridging the Missing Links in Odisha
Browsing Tag

Students

ପାଠ ନ ଆସିବାରୁ ଦୁଇ ଛାତ୍ରଙ୍କୁ ନିସ୍ତୁକ…

କେନ୍ଦ୍ରାପଡ଼ା: ସରକାର ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ଘରୋଇ ଟ୍ୟୁସନରେ ଛାତ୍ରଙ୍କୁ ମାଡ଼ମାରି ଲହୁଲୁହାଣ କରିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ…

ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ…

ନୂଆଦିଲ୍ଲୀ: ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପାଇଁ ବଜେଟ୍‌ ପାରିତ ହୋଇଛି। କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି। ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ୍ କରିବା ପରେ…

ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର:…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖା ଦେଇଛି। ଏ ସମସ୍ତ ଘଟଣାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଧାୟକ ମାନଙ୍କୁ ଉଦବୋଧନ ଦେଇଛନ୍ତି। ନବୀନ ପଟ୍ଟନାୟକ…

ଜୁଲାଇ ୧୩ରୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ…

ଭୁବନେଶ୍ବର: ମହାମାରୀ କରୋନା ଭାଥରସ୍, ଲକ୍‌ଡାଉନ୍‌ ଓ ଅନଲକ୍‌ କଟକଣା ପାଇଁ ବନ୍ଦ ରହିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଏବର୍ଷ ପାଠପଢ଼ାରେ ବାଧା ପହଞ୍ଚିବ ବୋଲି ଯେଉଁ ଆଲୋଚନା ହେଉଥିଲା ସେଥିରେ…