Odisha Link
Bridging the Missing Links in Odisha
Browsing Tag

Sudhansu Sadangi

କିଣାକିଣି ପାଇଁ ଗାଡ଼ିରେ ଯାଆନ୍ତୁ ନାହିଁ:…

ଭୁବନେଶ୍ବର: ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଗତକାଲି ରାତି ୮ଟାରୁ ସଟ୍‌ଡାଉନ୍ ଉଠିଯାଇଛି ଏବଂ ପୂର୍ବପରି ଲକ୍‌ଡାଉନ୍‌ ବଳବତ୍ତର ରହିବ। ହେଲେ ଭୁବନେଶ୍ବର ଓ କଟକରେ ଲକ୍‌ଡାଉନ୍‌ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍‌ ବା କାର୍‌ ନେଇ ଯାଇପାରିବେନି। ଏଭଳି…

କରୋନା: ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ…

କଟକ: କରୋନା ଭାଇରସରୁ ମୁକିଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିିିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସରକାରଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ଜଣକ ହୋମ୍‌…

ଭୁବନେଶ୍ବର ମାର୍କେଟ ବିଲଡିଂ ଘଟଣା: ଆଉ…

ଭୁବନେଶ୍ବର : ଭୁବନେଶ୍ବରର ମାର୍କେଟ ବିଲଡିଂରେ ଗଣ୍ଡଗୋଳ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଆଜି ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାଙ୍କ ନାମ…

ଦେଇଥିବା ମନ୍ତବ୍ୟର ସ୍ପଷ୍ଟତା ରଖିଲେ…

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ସେ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ…

କମିସନରଙ୍କୁ ପ୍ରଶ୍ନ କଲେ ବିଜେଡି…

ଭୁବନେଶ୍ବର: ଗତକାଲି କମିସନରେଟ ପୁଲିସ ଏସପିଓ ନିଯୁକ୍ତି ଦେଇଥିଲେ। ଆଜି ଏହାକୁ ନେଇ ପ୍ରଶ୍ନ ଉଠାିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ମହିଳାଙ୍କ ସୁରକ୍ଷା ନେଇ କେବଳ ମହିଳାଙ୍କୁ ଏସପିଓ ନିଯୁକ୍ତି ନେଇ ଆଜି ପ୍ରଶ୍ନ କରିଛନ୍ତି ଲେନିନ। ସେ ଏନେଇ ଆଜି କକମିସନରଙ୍କୁ ଏକ ମେସେଜ କରିଛନ୍ତି। ସେ…

ଇନସୁରାନ୍ସ ଓ ପଲ୍ୟୁସନ ଦେଖୁନୁ: ସିପି

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ…

ଦ୍ୱେତନଗରୀର ନୂଆ ପୁଲିସ କମିଶନର ସୁଧାଂଶୁ…

ଭୁବନେଶ୍ବର: ବଦଳିଲେ ପୁଲିସ କମିଶନର। ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ-ସିଟିର ନୂଆ ପୁଲିସ କମିଶନର। ସେହିଭଳି ସତ୍ୟଜିତ ମହାନ୍ତି ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ମିଳିଳା ନୂଆ…