Odisha Link
Bridging the Missing Links in Odisha
Browsing Tag

Sunday

ଶନି, ରବି ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌ ପରେ କୋହଳ ହୋଇଛି କିଛି କଟକଣା। ହେଲେ ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୋମବାରରୁ ଶୁକ୍ରବାର ଖୋଲା…

ରାଜ୍ୟରେ ରବିବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ମାତ୍ର ଲକଡାଉନରେ ମଧ୍ୟ ଟିକାକରଣ ଜାରି…

ରବିବାର ଦିନ ଲକଡାଉନ୍ ଘୋଷଣା କଲେ ସରକାର

ଭୋପାଳ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସରକାର ମଧ୍ୟପ୍ରଦେଶର ୧୨ ସହରରେ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ରତଲାମ, ଖରଗୋନ୍, ଛିନ୍ଦଓ୍ୱାଡା, ବୈତୁଲ,…

ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ କ୍ଳାସ। ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ ।  ରେଗୁଲାର କ୍ଲାସର ଆଉ ଆବଶ୍ୟକତା ରହିବ ନାହିଁ । ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ…

କେବଳ ଘର ଲାଇଟ୍‌ ବନ୍ଦ କରନ୍ତୁ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ଦୀପ ଜଳାଇବାକୁ ଆହ୍ୱାନ କରାଯାଇଥିବାବେଳେ ଏହି ଅବସରରେ ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। ତେବେ କିଛି ଲୋକ ଏହାକୁ ନେଇ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ ଯେ, ଲାଇଟ୍‌ ବନ୍ଦ ହେବା ଦ୍ବାରା ଗ୍ରୀଡ୍‌ରେ ସମସ୍ୟା…