Odisha Link
Bridging the Missing Links in Odisha
Browsing Tag

Supreme Court

ଆଜି କୋଟିଆ ମାମଲାର ଶୁଣାଣି କରିବେ…

ନୂଆଦିଲ୍ଲୀ: ଓଡ଼ିଶା ଓ ଆନ୍ଧ୍ର ସିମାନ୍ତ କୋଟିଆରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆଜି ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟ୍ୟାଳୟ।…

ଟ୍ରାକ୍ଟର ରାଲିରେ ରୋକ ପାଇଁ ମନା କଲେ…

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ। ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ…

ଘୁଞ୍ଚିଲା କୃଷକଙ୍କ ଟ୍ରାକ୍ଟର ରାଲି…

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଲାଣି ତଥାପି କୌଣସି ସମାଧାନ ବାହାରୁନି। କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଫଳାଫଳ ବାହାରି ପାରିନି। ଏହାରି ମଧ୍ୟରେ ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ସୁପ୍ରିମକୋର୍ଟରେ ଣୁଣାଣି ଘୁଞ୍ଚିଛି।…

ପରୀ ହତ୍ୟା ମାମଲା: ରାଜ୍ୟକୁ…

ନୟାଗଡ଼: ନୟାଗଡ଼ ଯଦୁପୁରୁ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ସୁୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ନାବାଳିକାଙ୍କ ମାଆ ଆଜି ନ୍ୟାୟ ପାଇଁ ସୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ SIT କରୁଥିବା ବେଳେ। ଘଟଣାର ସିବିଆଇ ତଦନ୍ତ ଦାବିରେ…

୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୩ଟି କୃଷି ଆଇନ ଉପରେ ରୋକ ଲଗାଇଛନ୍ତି। ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ। କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ…

କୃଷି ଆଇନ ନେଇ କେନ୍ଦ୍ରକୁ କଡ଼ା ଭତ୍ସନା…

ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ। କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଉଭୟ କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ମଧ୍ୟ…

ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ…

ନୂଆଦିଲ୍ଲୀ: ନୂଆ ସଂସଦ ନିର୍ମାଣ ପାଇଁ ରାସ୍ତା ପରିଷ୍କାର। ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ମୋଦୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ଚାଷୀ ଆନ୍ଦୋଳନ: କମିଟି ଗଠନ ପାଇଁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଚାଲିଥିବା ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସୁପ୍ରମିକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ କମିଟି ଗଠନ କରିବାକୁ…

ସବୁ ଥାନାରେ CCTV ବାଧ୍ୟତାମୂଳକ:…

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଏନ୍‌ସିବି, ଏନ୍‌ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ, ସିସିଟିଭିଟିରେ ନାଇଟ…

ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ…

ନୂଆଦିଲ୍ଲୀ: ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିବିଆଇ ତଦନ୍ତ ପାଇଁ ଯେଉଁ ରାଜ୍ୟକୁ ଯିବାକୁ ଚାହିଁବେ ସେନେଇ ପ୍ରଥମେ…