Odisha Link
Bridging the Missing Links in Odisha
Browsing Tag

Suspended

ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସପି ଓ…

ଉତ୍ତରପ୍ରଦେଶ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ହାଥରସ୍ ଏସ୍ପି, ଡିଏସପି ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ…

ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ । କୃଷି ବିଲ୍ ଆଲୋଚନାରେ ହଙ୍ଗାମା କରିଥିବାରୁ ୮ ସାଂସଦଙ୍କୁ ନିଲମ୍ବିତ କାରାଯାଇଛି । ଆପ ସାଂସଦ ସଂଜୟ ସିଂ, ସାଂସଦ ନଜୀର ହୁସେନ, ଡୋଲା ସେନ, ରାଜୀବ ସାଟବ, କେକେ ରାଗେଶ, ରିପୁନ ବୋରା ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ କଲେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ…

ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ

ବଲାଙ୍ଗିର: ଆଗଲପୁର ବ୍ଲକ୍‌ ସାଲେଭଟା ପଞ୍ଚାୟତ ସରପଞ୍ଚ ହେମକାନ୍ତି ମୁଣ୍ଡା ନିଲମ୍ବିତ। ଆଦିବାସୀଙ୍କ ଘର ଭାଙ୍ଗିଥିବା ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପଞ୍ଚାୟତିରାଜ ବିଭାଗ। ସୂଚନାଯୋଗ୍ୟ,…

ବାଇକରେ କୁମ୍ଭୀର ନେବା ଘଟଣାରେ ନିଲମ୍ବିତ…

ବ୍ରହ୍ମପୁର: ବାଇକରେ କୁମ୍ଭୀର ବାନ୍ଧିକି ନେବା ଘଟଣାରେ ଜଣେ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି। ଦିଗପହଣ୍ଡି ବନ ବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଘଟଣାରେ ସମ୍ପୃକ୍ତ ଅନ୍ୟ କର୍ମଚାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦିଆଯାଇଥିବା…

ନିଲମ୍ବିତ ହେଲେ ଜଳେଶ୍ବର ଥାନା ଆଇଆଇସି

ବାଲେଶ୍ବର: ଜଳେଶ୍ବର ଥାନା ନିଲମ୍ବିତ ଆଇଆଇସି ଧନେଶ୍ବର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଅନ୍ୟପଟେ ଜଳେଶ୍ବର ସ୍ଥିତ ସରକାରୀ କ୍ବାର୍ଟର ସହ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ…

ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମଚାରୀ

ଯାଜପୁର: ବିନା ଦୋଷରେ ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଦାନଗଦି ଫାଣ୍ଡି ଏଏସଆଇ ମନୋରଞ୍ଜନ ନାୟକ ଓ କନଷ୍ଟେବଳ କାର୍ତ୍ତିକ ମଲ୍ଲିକ । ପ୍ରକାଶ ଯେ, ଗତ ସୋମବାର ଉଭୟ କର୍ମଚାରୀ ୨ ଜଣ ଲୋକଙ୍କୁ ମାଡ଼ ମାରିଥିଲେ । ଘରକୁ ଫେରିବା ବେଳେ ରାତି…

IPL-୨୦୨୦: ପ୍ରାୟୋଜକ ତାଲିକାରୁ ବାଦ…

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ୍‌ ସଂସ୍କରଣରୁ ବାଦ ପଡ଼ିଲା ଚିନୀ କମ୍ପାନୀ ଭିଭୋ। ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ ଚୀନ କମ୍ପାନୀ ଭିଭୋକୁ ଚଳିତ ବର୍ଷ ଆଇପିଏଲ୍‌ ପ୍ରାୟୋଜକରୁ ବାଦ୍‌ ଦେଇଛି ବିସିସିଆଇ। ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା…

କରୋନା: ଗିରଫ ଶିକ୍ଷକଙ୍କୁ ନିଲମ୍ବନ କଲେ…

ଧର୍ମଗଡ଼: କରୋନା ସମ୍ପର୍କିତ ମିଛ ଖବର ଭାଇରାଲ୍‌ କରି ଗିରଫ ହୋଇଥିବା ଜଣେ ଶିକ୍ଷକଙ୍କୁ କଳାହାଣ୍ଡି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହି ଶିକ୍ଷକଙ୍କ ନାଁ ବିନ୍ଦୁ ମହାନନ୍ଦ। ସେ ଗୋଲାମୁଣ୍ଡା ବ୍ଲକ୍‌ ଡୁଡକେଲା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଗତ ୧୫ ତାରିଖରେ ସୋଶାଲ ମିଡିଆରେ କରୋନା ନେଇ…

ବନ୍ଧୁକ ଦେଖାଇ ଧମକଚମକ ଦେବାପରେ…

ରାଉରକେଲା: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକ ଥିବାରୁ ବହୁବାର ଛୁଟି ପାଇଁ କାକୁତିମିନତି କରିଥିଲେ। ମାତ୍ର ଅଧିକାରୀ ଜଣକ କୁଆଡ଼େ ଛୁଟି ଦେଉ ନଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ କର୍ମଚାରୀ। ସିଧାସଳଖ ସଂପୃକ୍ତ ଅଧିକାରୀଙ୍କ ଅଫିସ୍‌କୁ ପଶି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଜାଣିଶୁଣି…

କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା…

ଭୁବନେଶ୍ୱର :  ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଜାନୁଆରୀ ୨୧ ତାରିଖରେ ନଅତାଲାସ୍ଥିତ…