Odisha Link
Bridging the Missing Links in Odisha
Browsing Tag

taj mahal

ତାଜମହଲରେ ବୋମା ଖବର ମିଛ

ଆଗ୍ରା: ତାଜମହଲରେ ବୋମା ଖବର ମିଛ। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ।ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର…

୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା : କରୋନା ମହାମାରୀ ଯୋଗୁଁ ଅନେକ ପରର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ତେବେ ୬ ମାସ ହେବ ବନ୍ଦ ଥିବା ତାଜମହଲ ଖୋଲାଯାଇଛି । ତାଜମହଲ ଖୋଲିବା ପରେ ସର୍ବ ପ୍ରଥମେ ପ୍ରବେଶ କରିଥିଲେ ଜଣେ ଚାଇନିଜ ପର୍ଯ୍ୟଟକ ।ସେ ହେଲେ ଲିୟାଙ୍ଗ ଶି ଚେଙ୍ଗ । ସେ ବିଶ୍ୱ ପ୍ରସିଦ୍ଧ ବେଞ୍ଚରେ ବସି ଫଟୋ ମଧ୍ୟ ଉଠାଇଥିଲେ ।…

କରୋନା: ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ…

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ, ସାରା ଦେଶରେ ମୋଟ…

ଆଗ୍ରାରେ ଟ୍ରମ୍ପ୍‌

ଆଗ୍ରା: ଅହମଦାବାଦରୁ ଯାଇ ଆଗ୍ରାରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ୍‌। ଇଷ୍ଟ୍‌ ଗେଟ୍‌ ଦେଇ ସପରିବାର ସହ ତାଜମହଲ ପରିସରରେ ପହଞ୍ଚିଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ତାଜମହଲ ପରିସର ବୁଲି ଫଟୋ ପୋଜ ଦେଇଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ଡୋନାଲ୍‌ ଟ୍ରମ୍ପ୍‌…