Odisha Link
Bridging the Missing Links in Odisha
Browsing Tag

Taraprasad Bahinipati

ରାଜ୍ୟ ମହିଳା କଂଗ୍ରେସ ସଭାପତି ହେଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ଘର ସଜାଡ଼ିବା ଆରମ୍ଭ କରିଛି। ବର୍ତ୍ତମାନର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ ମିଳିଛି ନୂଆ ଦାୟିତ୍ବ। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାପତି ହେଲେ ମୀନାକ୍ଷୀ ବାହିନୀପତି। ତାଙ୍କ…

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର…

ସିବିଆଇ ବିଜେପିର କଣ୍ଢେଇ: ତାରା

ଭୁବନେଶ୍ୱର: ସିବିଆଇ ହେଉଛି ବିଜେପିର କଣ୍ଢେଇ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ସିବିଆଇ ଚଢଉ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ତାରା କହିଛନ୍ତି, ଦୀର୍ଘ ୭ ବର୍ଷ…

ଟାଇଟନିକ ପୋଜରେ ବିଧାୟକ ତାରା, ନେତାରୁ…

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତି ରାଜ୍ୟ ରାଜନୀତିରେ ଏପରି ଏକ ନାମ ଯାହା ସବୁଠାରେ ଚର୍ଚ୍ଚିତ। ଜୟପୁରରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ରୁହନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ପୁଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ…

ଡିଜିପିଙ୍କୁ କିକ୍‌ ମାରିବା ପୁରୁଣା…

ଭୁବନେଶ୍ବର: ଡିଜିପି ବିକେ ଶର୍ମାଙ୍କ ରାତିଅଧିଆ ବଦଳି ନେଇ ବର୍ଷିଲେ ତାରା ବାହିନୀପତି। ତାରା କହିଛନ୍ତି ଯେତେବେଳେ ସରକାର ନିଯୁକ୍ତି ଦେଲେ କାର୍ଯ୍ୟକଳାପ କଣ ଜାଣି ନଥିଲେ। ଯଦି ଜାଣି ନ ଥିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ। ରାତିଅଧିଆ ଜଣଙ୍କୁ ବାହାର କରି ଫୋପାଡ଼ି ଦେବା କେତେ ଯୁକ୍ତିଯୁକ୍ତ। ଏଇଟା…