Odisha Link
Bridging the Missing Links in Odisha
Browsing Tag

Tiger

ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ

କଳାହାଣ୍ଡି: ଆମପାଣି ଘାଟି ରାସ୍ତାରେ ଖୋଲା ବୁଲୁଛି  କଲରାପତରିଆ ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ…

କରୋନା କାୟାରେ ବାଘୁଣୀ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା…

କଲରା ପତରିଆ ବାଘର ମୃତ୍ୟୁ

ଆଠଗଡ଼: ଆଠଗଡ଼ ବନଖଣ୍ଡରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ସୂଚନା ଅନଯାୟୀ ତିଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ ବାଘର ମୃତଦେହ ରହିଥିବାର ଜଣାପଡ଼ିଛି।

ମାହାଙ୍ଗାରେ ହେଟା ବାଘ ଆତଙ୍କ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା କଲ୍ୟାଣପୁର ଗାଁ ନିକଟରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି। ବାଇକ୍ ଆରୋହୀଙ୍କୁ ଘେରିଲା ବାଘ। ଖବରପାଇ ଘଟଣାସ୍ଥଳରେ ସଫା ବନ ବିଭାଗ ପହଞ୍ଚିଥିଲା। ବାଘକୁ ଘଉଡାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା ବନ ବିଭାଗ। ପ୍ରଥମେ ଏକ ହେଟା ବାଘକୁ ମାହାଙ୍ଗା ହଂସଦିଆ…

ସାତକୋଶିଆରେ ରହିଛି ମାତ୍ର ଗୋଟିଏ ବାଘ

ଭୁବନେଶ୍ୱର : ଓଡିଶାର ସାତକୋଶିଆ ଅଭୟାରଣ୍ୟ ଏକ ହଜାର ବର୍ଗ କିମି ହୋଇଥିବା ବେଳେ ମାତ୍ର ଗୋଟିଏ ବାଘ ସେଠାରେ ରହିଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ଏନକ୍ଲୋଜର ମଧ୍ୟରେ ରହିଛି । ଦେଶରେ ୨୯୬୭ ବାଘ ରହିଥିବା ଓଡିଶାରେ ସଂଖ୍ୟା…

ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ…

ଭୁବନେଶ୍ବର: ଏହି ପାଠ ତଳେ ଦିଆଯାଇଥିବା ଭିଡିଓଟି ଦେଖିବା ଆଗରୁ ଟିକିଏ ସୂଚନା ପଢ଼ିଦିଅନ୍ତୁ। ତଳେ ଭିଡିଓରେ ଅସଲ ବାଘ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୃଶ୍ୟ କୌଣସି ସିନେମାର ନୁହେଁ ବା ଏଥିରେ କୌଣସି ସ୍ପେଶାଲ ଇଫେକ୍ଯ ଦିଆଯାଇନାହିଁ। ପଶୁସମ୍ପଦର ସଂରକ୍ଷଣ ଓ ପରିବେଶ…

ଓଡ଼ିଶାରେ ବୃଦ୍ଧି ପାଉନି ବାଘ ସଂଖ୍ୟା

ଭୁବନେଶ୍ୱର : ସାରା ଦେଶରେ ଗତ ୪ ବର୍ଷରେ ବାଘ ସଂଖ୍ୟା ୭୪୧ ବୃଦ୍ଧି ପାଇଥିବା ସତ୍ତ୍ୱେ ଓଡ଼ିଶାରେ ଏହା ସ୍ଥିର ରହିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୪ ବର୍ଷରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଆଦୌ ବୃଦ୍ଧି ପାଇ ନାହିଁ। ୨୦୧୪ରେ ରାଜ୍ୟରେ ବାଘଙ୍କ ସଂଖ୍ୟା ୨୮ ଥିବା ବେଳେ ୪ ବର୍ଷ ପରେ ୨୦୧୮…