Odisha Link
Bridging the Missing Links in Odisha
Browsing Tag

Tiger

୨୦ ବର୍ଷ ପୂର୍ବେ ଥିଲେ ୧୯୨, ଏବେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବ ରାଷ୍ଟ୍ର ସଂଘ ଦ୍ବାରା ଘୋଷିତ ଜୁଲାଇ ମାସ ୨୯ ତାରିଖକୁ ସାରା ବିଶ୍ବରେ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଉଛି। ୧୯୦୦ ଖୀଷ୍ଟାବ୍ଦ ବେଳକୁ ପୃଥିବୀରେ ବ୍ୟାଘ୍ର ସଂଖ୍ୟା ୪୦୦୦୦ ଥିବା ବେଳେ, ୧୯୭୩ ବେଳକୁ ଏହାର ପ୍ରାୟ ବିଲୋପ ସାଧନ ହୋଇ ଆସିଥିଲା।…

ବାଘ ଆକ୍ରମଣକୁ ନେଇ ଲୋକଙ୍କ ମନରେ ଆତଙ୍କ

ଓଏଲ୍‌ ବ୍ୟୁରୋ : ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ବାଘକୁ ନେଇ ଆତଙ୍କିତ ଗ୍ରାମବାସୀ। ବାଘକୁ ନେଇ ଲୋକଙ୍କ ମନରେ ଛନକା। ପୂର୍ବରୁ ଏହି ଗ୍ରାମରେ ବାଘକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ପୁଣିଥରେ ବାଘ ଆକ୍ରମଣ କରିଥିବା ଲୋକେ ସନ୍ଦେହ କରି ଭୟବିତ୍ତ ଥିବା ଜଣା ପଡିଛି। ଦରିଆ…

ମହାବଳ ବାଘ ଛାଲ ଜବତ, ଶିକାରୀଙ୍କୁ ଗିରଫ…

ଓଏଲ୍ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟ ଉପରେ ଶିକାରୀଙ୍କ ନଜର। ମୟୂରଭଞ୍ଜ ଜିଲ୍ଲା ଉଦଳା ପିସିପୁରରୁ ମହାବଳ ବାଘ ଚମଡା ଜବତ ହୋଇଛି। ଶିକାରୀଙ୍କ ଧରିବା ପାଇଁ ଗ୍ରାହକ ବେଶରେ ଯାଇଥିଲେ ଏସଟିଏଫ ଅଧିକାରୀ। ବାଘ ଛାଲକୁ ମୁଲେଇବା ସମୟରେ ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ। ପୂର୍ବରୁ ଶିକାରୀମାନେ…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି ଜନ୍ମ ନେଇଛି। ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ବାଘୁଣୀ ମେଘା ତିନୋଟି ଶାବକ ଜନ୍ମ ଦେଇଛି। ଗତ ତିନି ମାସ ତଳେ ଜଙ୍ଗଲି ମହାବଳ ବାଘ ନନ୍ଦନ…

ଆଜି ଫେରିଯିବ ସୁନ୍ଦରୀ

ଅନୁଗୁଳ: ଆଜି ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ଗତକାଲି ଆସି ପହଞ୍ଚିଥିବା ବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଯିବ।ସାତକୋଶିଆ ବନଖଣ୍ଡର…

ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ

ଭୁବନେଶ୍ବର: ଓଡ଼ିଶାରୁ ଫେରିଯିବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ। ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ କାହ୍ନା ଅଭୟାରଣ୍ୟରେ…

କଲରାପତରିଆ ବାଘ ଉଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଫାଶରେ ଫସିଲା କଲରାପତରିଆ ବାଘ । ଶିକାର କରିବାକୁ ଆସିଥିବା ସମୟରେ ବାଘଟି ଜାଲରେ ଫସିଯାଇଥିଲା। ତେବେ ଫାସଟିକୁ କିଏ ବସାଇଥିଲା ଜଣା ପଡ଼ିନାହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍‌ହା ଧରିବା ପାଇଁ ବିଛା ଯାଇଥିଲା…

ବାଘକୁ ମାରି ରାନ୍ଧି ଖାଇଲେ ମାଂସ

ନୂଆଦିଲ୍ଲୀ: ବାଘକୁ ମାରି ରାନ୍ଧି ଖାଇଲେ ମାଂସ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳର ଇଡୁକ୍କି ଜିଲ୍ଲାରେ। ବାଘକୁ ମାରି ତାର ମାଂସ ଖାଇବା ନେଇ ୫ଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତ ବୁଧବାର ଦିନ ବାଘକୁ ମାରି ତାର ମାଂସ ଖାଇଥିବା ଘଟଣା ଘଟିଛି। ଇଡୁକ୍କିରେ ବସବାସ…

ନୂଆପଡ଼ାରେ ଆତଙ୍କ: ଛେଳି ଓ…

ନୂଆପଡ଼ା: ନୂଆପଡ଼ାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଉଛି ବାଘ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋମନା ବ୍ଲକର ଭରୁଅମୁଣ୍ଡାରେ। ବୁଧବାର ରାତିରେ ବାଘ ଗାଁରୁ ଛେଳି ଓ ମେଣ୍ଢାମାନଙ୍କୁ ଝାମ୍ପି ନେଇ ଜଙ୍ଗଲରେ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ଘାଟି ରାସ୍ତାରେ ବୁଲୁଛି କଲରାପତରିଆ ବାଘ

କଳାହାଣ୍ଡି: ଆମପାଣି ଘାଟି ରାସ୍ତାରେ ଖୋଲା ବୁଲୁଛି  କଲରାପତରିଆ ବାଘ। ରାତିରେ ବାଘ ଦେଖି ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ଆମପାଣି ଘାଟିରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ସିଉନି ଗାଁର ଆଲୋକ…