Odisha Link
Bridging the Missing Links in Odisha
Browsing Tag

TMC

ପଶ୍ଚିମବଙ୍ଗ ନିର୍ବାଚନ: ପୂର୍ବ…

କୋଲକାତା: ଆଜିଠୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ। ବଙ୍ଗରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହାରି ମଧ୍ୟରେ ପୂର୍ବ ମେଦିନାପୁରର ଭଗବାନପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀର ସତସତମାଲ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୨ ଜଣ…

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରାର୍ଥୀ…

କଲିକତା: ଏଥର ପଶ୍ଚିମବଙ୍ଗର ସବୁଠରୁ ବଡ଼ ଲଢ଼େଇ ହେବାକୁ ଯାଉଛି। ଏହି ହେବ ନନ୍ଦିଗ୍ରାମରେ। ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ…

ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା…

କୋଲକାତା: ଦେଶର ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ତାରିଖ ଘୋଷଣା କରି ସାରିଛନ୍ତି ଜାତୀୟ ମୁଖ୍ୟ ନିର୍ବାଚନ କମିଶନର । ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡ଼ୁ, କେରଳ ଓ ପୁଡୁଚେରୀରେ କେଉଁ ତାରିଖରେ ଆଉ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ସେ…

ଅଭିନେତା ତଥା ନେତା ତାପସ ପାଲ୍‌ଙ୍କ…

ମୁମ୍ବାଇ: ଲୋକପ୍ରିୟ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ମୁମ୍ବାଇରେ ଥିବା ନିଜ ଝିଅ ଘରକୁ ତାପସ ଯାଇଥିଲେ। କୋଲକାତା ଫେରିବା ପାଇଁ ମୁମ୍ବାଇ…

ଟିଏମସି ନେତାଙ୍କ ଦାଦାଗିରି,…

କୋଲକାତା: ଚର୍ଚ୍ଚାରେ ତୃଣମୂଳ କଂଗ୍ରେସ ନେତାଙ୍କ ଭାଇରାଲ ଭିଡିଓ। ଭିଡିଓରେ ତୃଣମୂଳ କଂଗ୍ରେସର ନେତା ଅମଲ ସରକାର ଏବଂ ତାଙ୍କ ସହଯୋଗୀ ଜଣେ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାସ୍ତା କାମରେ ନିଜ ଜାଗା ଅଧିକ ଯାଉଥିବାରୁ ମହିଳା ଜଣଙ୍କ ପ୍ରତିବାଦ କରିବା ମହଙ୍ଗା…

ବିଜେପି ଅଫିସ ପୋଡ଼ିରେ ତୃଣମୂଳ କଂଗ୍ରେସକୁ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିପକାଇଛନ୍ତି। ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଅଭିଯୋଗ କରିଛି ଯେ ଟିଏମ୍‌ସିର ଗୁଣ୍ଡାମାନେ…

ଉପନିର୍ବାଚନରେ ଟିଏମସିର ବାଜିମାତ, ମମତା…

କୋଲାକାତା: ଆସିଯାଇଛି ପଶ୍ଚିମବଙ୍ଗ ଉପ-ନିର୍ବାଚନ ଫଳାଫଳ। ଫଳାଫଳରେ ବାଜିମାତ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ। ଲୋକସଭା ନିର୍ବାଚନରେ ଏକାଧିକ ଆସନ ଛଡ଼ାଇ ଆଣିଥିବା ବିଜେପି ଏବେ ବିଧାନସଭା ଉପ ନିର୍ବାଚନରେ ନିରାଶ ହୋଇଛି। ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମମତା…