Odisha Link
Bridging the Missing Links in Odisha
Browsing Tag

Train

ଅଘଟଣ: ଶିଶୁକନ୍ୟା ପାଇଁ ଟ୍ରେନ୍‌ରୁ…

ଭୁବନେଶ୍ବର: ଜୀବନରେ କେତେବେଳେ କଣ ଘଟିଯିବ ତାହା କହି ପହିପାରିବେ ନାହିଁ। ଏଇ ଯେମିମି ଟିକିଏ ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ଥିଲା। ଗତକାଲି ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନ୍‌ରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ…

ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ

ବ୍ରଜରାଜନଗର: ଗତରାତିରେ ଟ୍ରେନ ଚାପାରେ ଜଣ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୌରମାଲ ପଞ୍ଚାୟତର ଜାମପଡ଼ା ନିକଟ ଝାରସୁଗୁଡ଼ା-ସବଡ଼େଗା ଟ୍ରେନ୍‌ ଲାଇନ୍‌ରେ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦର ଖଡ଼ିଆ। ତାଙ୍କ ବୟସ ୮୯ ବର୍ଷ। ସେ ଜୁନାଡ଼ିହରେ ଜଣେ…

କୋଇଲା ବୋଝେଇ ଟ୍ରେନରେ ନିଆଁ

ଢ଼େଙ୍କାନାଳ: ଆଜି ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି। ଟ୍ରେନଟି ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ।…

ଗଡ଼ିବ ୪ଟି ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଲୱେ ପକ୍ଷରୁ ଆହୁରୀ ୪ଟି ସ୍ପେଶାଲ ଟ୍ରେନ୍ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍, ପଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଯଥେଷ୍ଟ ଯାତ୍ରୀ ହେଉ ନଥିବାରୁ ଆଉ ୫ ଯୋଡ଼ା…

ଏଣିକି ଟ୍ରେନ୍‌ ଭିତରେ ଦାଖଲ କରିହେବ…

ଭୁବନେଶ୍ବର: ଏଣିକି ଟ୍ରେନ୍‌ରେ ରୁଜୁ କରି ହେବ ଏତଲା। ଟ୍ରେନ୍‌ରେ ଯିବା ସମୟରେ ଚୋରି କିମ୍ବା କୌଣସି ଅପରାଧିକ ମାମଲା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇ ଏତଲା ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେନ୍‌ ଭିତରେ ଏତଲା ଦାଖଲ କରିହେବ। ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ସରକାରୀ ରେଳ ପୁଲିସ (ଜିଆର୍‌ପି)…

କୋଇଲା ଚୋରି ଉଦ୍ୟମ କରି ଯୁବକ ଗୁରୁତର

ଝାରସୁଗୁଡ଼ା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକଙ୍କୁ IGH ରାଉରକେଲାରେ ଭର୍ତ୍ତି କରାଯାଇଛି। ତେବେ ଉକ୍ତ ଯୁବକ ଜଣଙ୍କ ଟ୍ରେନରୁ କୋଇଲା ଚୋରି କରିବାକୁ ଉଦ୍ୟମ କରୁଥିଲେ। ଯୁବକ ଜଣଙ୍କ ହେଲେ ମେହମୁଦ ଆଲମ । ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲାର ବେଲପାହାଡ଼…

ଆଜିଠୁ ଗଡ଼ିଲା ରାଉରକେଲା-ଭୁବନେଶ୍ୱର…

ଭୁବନେଶ୍ବର: ଟ୍ରେନ୍‌ରେ ଯାତ୍ରା କରୁୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌। ଏହି ସ୍ୱତନ୍ତ୍ର ଟ୍ରେନ୍‌ ନଭେମ୍ବର ୭ରୁ ଡିସେମ୍ବର ୩୧ ଯାଏ ଚାଲିବ ନେଇ ସୂଚନା ରହିଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ ସପ୍ତାହର ୫ଦିନ ସକାଳ ୫ଟା୧୦ ମିନିଟରେ…

ବିନା ଷ୍ଟପେଜରେ ୨୪୦ କି.ମି ଚାଲିଲା…

ଭୋପାଳ: ଅପହୃତ ପିଲାକୁ ବଞ୍ଚାଇବା ପାଇଁ ଭାରତୀୟ ରେଲଓ୍ବେ ପକ୍ଷରୁ ହୋଇଛି ଅଭିନବ ପ୍ରୟାସ। ଭାରତ ରେଲଓ୍ବେ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଟ୍ରେନ୍‌ ଲଗାତାର ୨୪୦ କିଲୋମିଟର ବିନା କୌଣସି ଷ୍ଟେସନରେ ନରହି ଚାଲିଥିଲା। ଶେଷରେ ଏକ ଅପହୃତ ଶିଶୁକୁ ସୁରକ୍ଷତି ଭାବରେ ଉଦ୍ଧାର କରିଛି ରେଲଓ୍ବ ପୋଲିସ୍। ଏକଥା…

ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ

ପାଟନା: ଚଳିତ ବର୍ଷ ଦଶହରା ଅବସରରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଗୋରଖପୁରରୁ କୋଲକାତା ଯାଉଥିବା ପୂଜା ସ୍ପେଶାଲ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ବିହାରର ସିଲାଉଟ ଏବଂ ସିହୋ ମଧ୍ୟରେ ଟ୍ରେନର ବଗି ଦୁଇଟି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି…

ଟ୍ରେନ୍‌ରେ ଛେପ ପକାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଏଣିକି ଟ୍ରେନରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବାକୁ ପଡ଼ିବ ତଣ୍ଡ। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଆରପିଏଫ (ରେଲୱେ ସୁରକ୍ଷା ବଳ) ପକ୍ଷରୁ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରେଲୱେ ଷ୍ଟେସନ ଓ ଟ୍ରେନରେ ଯିବା ସମୟରେ ଯେଉଁମାନେ କରୋନା ନିୟମ…