Odisha Link
Bridging the Missing Links in Odisha
Browsing Tag

UK

ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ

ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ…

ବ୍ରିଟେନକୁ ବାତିଲ ହେଲା ବିମାନ ଉଡ଼ାଣ

ନୂଆଦିଲ୍ଲୀ: ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ସେଠାରେ ନୂତନ କରୋନା ଭାଇରସ ସୃଷ୍ଟି ହୋଇଛି। ଏହି କାରଣରୁ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସମୟରେ ଭାରତ ସରକାର ମଧ୍ୟ ବ୍ରିଟେନରୁ ଉଡାଣ ଭରୁଥିବା ସମସ୍ତ ବିମାନକୁ ଡିସେମ୍ବର…

ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ…

ଓଏଲ୍‌ ବ୍ୟୁରୋ: କରୋନା ପାଇଁ ପ୍ରତିଷେଧକ ଉଦ୍‌ଭାବନ ହେବାକୁ ଆଉ ୫ ମାସ ଲାଗିବ। ୨୦୨୦ ସେପ୍ଟେମ୍ବର ମାସ ସୁଦ୍ଧ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇଯିବ। ଏଭଳି କହିଛନ୍ତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ। ପ୍ରସିଦ୍ଧ ଇଂରାଜୀ ଖବରକାଗଜ ଟେଲିଗ୍ରାଫ୍‌ରେ ପ୍ରକାଶିତ ଏକ ରିପୋର୍ଟ…

କରୋନା: ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ…

ଭୁବନେଶ୍ବର: ଗତ ରବିବାର ଦିନ ଆମେରିକାରେ ପ୍ରଥମ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଲଣ୍ଡନରେ ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେମାବାର ଦିନ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ରାଧାରମଣ ଶର୍ମା। ୬୮ ବର୍ଷିୟ ଏହି ଡାକ୍ତର ଜଣକ କଟକ ରେ…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ୧୦ ଡାଉନିଂ ଷ୍ଟ୍ରୀଟ୍‌ ମୁଖପାତ୍ରଙ୍କ କହିବା…

ପରକୀୟା ପ୍ରୀତିରୁ କରୋନା: ସ୍ତ୍ରୀଙ୍କୁ…

ଓଏସ୍‌ ବ୍ୟୁରୋ: ପରକୀୟା ପ୍ରୀତି ଜଣେ ୩୭ ବର୍ଷୀୟ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଇତାଲିରେ ପ୍ରେମିକା ସହ ବେଶ୍‌ କିଛି ମନଖୋଲା ମୁହୂର୍ତ୍ତ ଉପଭୋଗ କରି ଘରକୁ ଫେରିବା ପରେ ଯୁବକଙ୍କ ଠାରେ କରୋନା ଭାଇରସ୍‌ ଠାବ କରାଯାଇଛି। ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଯୁବକ ଜଣକ ଏବେ ଚୋରା ପୀରତି ପାଇ…