Odisha Link
Bridging the Missing Links in Odisha
Browsing Tag

UP

ଉତ୍ତରପ୍ରଦେଶ ପ୍ରଶାସନର ନିର୍ଯାତନା…

ଉନ୍ନାଓ: ଉନ୍ନାଓ ଜିଲ୍ଲାରେ ସରକାରୀ ପ୍ରଶାସନର ଚାପ ଓ ମାନସିକ ନିର୍ଯାତନା ସହିନପାରି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କର ଇସ୍ତଫା ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ବେଳେ ନିଷ୍ପତ୍ତି ନହେବା…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

କରୋନା: ୧୧,୦୦୦ ବନ୍ଦୀଙ୍କୁ ଜାମିନରେ…

ଲକ୍ଷ୍ନୌ: ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍‌ ଅଥବା ମଧ୍ୟବର୍ତ୍ତୀକାଳୀନ…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣୀ…

ଲକ୍ଷ୍ନୌ: ବନ୍ଧୁତା ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣୀ ପ୍ରସାଦ ବର୍ମାଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି। ସେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସ୍ଥାନୀୟ…

ଲକଡାଉନ: ଅଧା ବାଟରେ ରହିଲା ବରଯାତ୍ରୀ,…

ମିରଟ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ। ଏହି ସମୟରେ ରାସ୍ତାକୁ ନବାହାରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ମୁଖ୍ୟତଃ ଦେଶରେ ଏହି ସମୟ ବିବହା ଋତୁ ହୋଇଥାଏ। ଏହି ଲକଡାଉନ ସମୟରେ ଯାହାର ବିବାହ ପଡ଼ିଛି ସେମୋ…

ଉତ୍ତର ପ୍ରଦେଶ ହିଂସା: ଅଭିଯୁକ୍ତଙ୍କ…

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ହିଂସା ହୋଇଥିଲା। କିଛିିଦିନ ତଳେ ଏହି ହିଂସା ମାମଲାର ଅଭୁଯୁକ୍ତଙ୍କ ପୋଷ୍ଟର ଲଗାଇଥିଲା ପ୍ରଶାସନ। ହେଲେ ଆଜି ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ।…