Odisha Link
Bridging the Missing Links in Odisha
Browsing Tag

Video Conference

କରୋନା ପରେ ପୂର୍ବପରି ବିଶ୍ବ ଉର୍ଜା…

ନୂଆଦିଲ୍ଲୀ: ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଉଦି ରାଜକୁମାର ଅବଦୁଲ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ: ପ୍ରଥମ ଥର…

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। କୋଭିଡ-୧୯ ଯୋଗୁଁ ଲକ୍‌ଡାଉନ୍‌ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବ। ପୂର୍ବରୁ…

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ…

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜାସମସ୍ୟାକୁ ଦୂରକରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍‌ଜାବେର୍‌ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି…

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି। ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ…

ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ କଥା…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ…

କରୋନା ମୁକାବିଲା: କ୍ରୀଡ଼ାବିତଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତାରେ ବିଶ୍ବବାସୀ। ଏହି ଭାଇରସକୁ ନେଇ ସାରା ବିଶ୍ବରେ ଭୟର ପରିବେଶ ସୃଷ୍ଟି ହୋଇଛି। ଭାରତ ମଧ୍ୟ ଏହି ଭାଇରସର ଶିକାର ହୋଇଛି। ଏହି ମହାମାରୀ ପାଇଁ ଭାରତରେ ୫୬ଜଣଙ୍କ ମୃତ୍ୟୁ ହେଲାଣି। ଅପରପକ୍ଷେ କରୋନାର ମୁକାବିଲା କରିବା ପାଇଁ ବିିଭିନ୍ନ ପଦକ୍ଷେପ…

ଦଳୀୟ ନେତାଙ୍କ ସହ ଭିଡିଓ କନଫରେନ୍ସିଂ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା…

ମୋଦିଙ୍କ ସହାୟତା ଲୋଡ଼ିଲେ ଶିଳ୍ପ ସଂଗଠନ,…

ନୂଆଦିଲ୍ଲୀ: କରୋନା ଭାଇରସ ଦିନକୁ ଦିନ ଭାରତରେ ତାର କାୟା ବିସ୍ତାର କରୁଛି। ଅନ୍ୟପଟେ କରୋନା ପ୍ରଭାବରେ ଦେଶର ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ଏବେ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସମୟରେ ସୋମବାର ବିଭିନ୍ନ ଶିଳ୍ପ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଭୁବନେଶ୍ବର: ଆଜି କରୋନା ଭୂତାଣୁୁ ସମ୍ପର୍କରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଭିଡ଼ିିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି। ନବୀନ ତାଙ୍କ ପ୍ରସ୍ତାବରେ…

ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀଙ୍କୁ…

ଭୁବନେଶ୍ବର: ଏଣିକି ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେରା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ଜେରା କରାଯିବ।…