Odisha Link
Bridging the Missing Links in Odisha
Browsing Tag

winter

ଖସୁଛି ପାରଦ, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ। ଫଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜ୍ୟର ୮ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।…

ରାଜ୍ୟରେ ୨ ଦିନ ଯାଏଁ ବର୍ଷା ଆଶଙ୍କା,…

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥସହ ୧୪ ତାରିଖଠାରୁ ପାଗରେ ପରିବର୍ତନ…

ରାଜ୍ୟରେ ଶୀତର ଲହରୀ, ୫ଟି ସ୍ଥାନରେ…

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲାଣି ଶୀତର ଲହରୀ। ଏବେ ରାତିରେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ ତଳେ ରହିଥିବାବେଳେ ସୋନପୁରରେ…

ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ପାଦ ଥାପିଲାଣି। ରାଜ୍ୟରେ ତାପମାତ୍ରା କିମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ଗୁରୁବାର ରାତିରୁ କ୍ରମାଗତ ଭାବେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ। ୩-୪ ଦିନ ଭିତରେ ରାତି ତାପମାତ୍ରା…

ଆସିଲାଣି ଶୀତ, କମିଲାଣି ୪ ସହରର…

ଭୁବନେଶ୍ୱର: ମୌସୁମୀ ବିଦାୟ ନେବା ପରେ ପାଦ ଥାପିଲାଣି ଶୀତ। ରାଜ୍ୟରେ ଦୁଇ ତିନି ଦିନ ହେବ ହାଲ୍‌କା ଶୀତ ହେଲାଣି। ଶୀତ ଆରମ୍ଭ ନ ହେଉଣୁ ରାଜ୍ୟରେ ୪ ସହରରେ ପାରଦ ତଳକୁ ଖସିଲାଣି। ୪ ସହରର ତାପମାତ୍ରା ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଲାଣି। ସୋନପୁର ଜିଲ୍ଲାରେ ଅଧିକ ଶୀତ ହେବା ସହ ତାପମାତ୍ରା ୧୨.୮…

ରାଜ୍ୟରେ ପାଦ ଥାପିଲାଣି ଶୀତ

ଭୁବନେଶ୍ୱର: ଓଡ଼ିଶାରୁ ଫେରିଲା ମୌସୁମୀ। ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଛୁଇଁଲାଣି ଶୀତ। ଲାଲିନା ପ୍ରଭାବ ଥିବାରୁ ଚଳିତ ବର୍ଷ ଅଧିକ ଶୀତ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ କିମିଲାଣି ପାରଦ, କନ୍ଧମାଳ ଜିଲ୍ଲାରେ ପାଦ ଥାପିଲାଣି ହାଲ୍‌କା ଶୀତ। ଦୁଇ ଦିନ ହେବ ଫୁଲବାଣୀ ସହର…

କାଲିଠାରୁ କମିବ ଶୀତ!

ଭୁବନେଶ୍ବର: ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ଘନ କୁହୁଡି ସହ ହାଡଭଙ୍ଗା ଶୀତ। ୧୦ ଡିଗ୍ରୀ ତଳେ ୮ଟି ସହରର ତାପମାତ୍ରା ରହିଛି। ଟିଟିଲାଗଡରେ ସର୍ବନିମ୍ନ ୭ ଡିଗ୍ରୀ ରହିଛି। ସେହିପୁର ସୋନପୁର ଓ ଅନୁଗୁଳରେ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ତାପମାତ୍ରା ୧୦ଡିଗ୍ରୀ ରହିଥିବା ବେଳେ…

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ବର୍ଷା ସାଙ୍ଗକୁ କୋହଲା ପାଗ କାରଣରୁ ଲୋକେ ଥରୁଛନ୍ତି । ସ୍ଥିତି ଏମିତି ଯେ ଲୋକେ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ୁଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି ଲୋକେ । ବାରିପଦା, ସୋନପୁର, ଭୁବନେଶ୍ବରରୁ ବଲାଙ୍ଗୀର, ସବୁଠି ଏଭଳି ସ୍ଥିତି । ଦିନର ତାପମାତ୍ରା ହଠାତ୍ ହ୍ରାସ…