Odisha Link
Bridging the Missing Links in Odisha
Browsing Tag

winter

ଖସିବ ପାରଦ, ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ୱର: କିଛିଦିନ ହେବେ ରାଜ୍ୟରେ ଶୀତର ଲହରୀ କମ ରହିଛି। ଗତ କିଛି ଦିନ ହେଲା ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ତେବେ ଆଗକୁ ହାଡଭଙ୍ଗା ଜାଡରେ ଥରିବ ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା। ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା…

ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରି ଖସିବ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।…

ଆହୁରି ବଢ଼ିବ ଶୀତ, ୧୦ ଜିଲ୍ଲାକୁ ଘନ…

ଭୁବନେଶ୍ୱର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରୁ ଏବେ ଶୀତ କମିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ…

ଶୀତରେ ଥରୁଛି ଓଡ଼ିଶା, ଘନ କୁହୁଡ଼ି ପାଇଁ…

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ଲଗାତାର ଭାବେ ପାରଦ ହ୍ରାସ ପାଇବାରେ ଲାଗିଛି ଓ ଶୀତ ବଢିବାରେ ଲାଗିଛି। ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୨୪ ଘଣ୍ଟାରେ ସୋନପୁର ୭.୬ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ରହିଛି । ଘନ କୁହୁଡ଼ି ନେଇ ୮ଟି ଜିଲ୍ଲା ପାଣିପାଗ…

ଶୀତଦିନେ ବ୍ୟବହାର କରନ୍ତୁ ମହୁ ଓ କ୍ଷୀର,…

ଶୀତଦିନେ ସାଧାରଣତଃ ମୁହଁ ଦେହ ଶୁଷ୍କ ଲାଗିବା ସହ ଫାଟିଯାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ ଉପଚାର ଦ୍ୱାରା ଆମେ ଶୁଷ୍କତାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ସେହି…

ରାଜ୍ୟରେ ଶୀତ ଲହରୀ, ସୋନପୁରରେ…

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ତଳମୁହାଁ ହେଉଛି ପାରଦ ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟରେ ୪ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡ଼ିର ପରିମାଣ ବଢିଛି। ଗତ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି…

ଖସୁଛି ପାରଦ, ୯ ଡିଗ୍ରୀ ତଳେ ସୋନପୁର

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ୧୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ। ପାଣିପାଗ ପୂର୍ବାନୁମାନ, ଏବେ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ଅପରପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ଧରି…

ରାଜ୍ୟରେ ଶୀତ ଲହରୀ, ୧୧ ସହରର ତାପମାତ୍ରା…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୧ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୯.୫°…

ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୫°…

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୧୨ଟି ସହରର ତାପମାତ୍ରା ୧୫° ତଳେ ରହିଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସୋନପୁର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀ ଓ…

ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ୱର: ବାତ୍ୟାା 'ନିଭାର' ପ୍ରକୋପରେ ରାଜ୍ୟରେରେ ପାଗ ମେଘୁଆ ରହିଛି। ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି। ଦିନବେଳା ଥଣ୍ଡା ପବନ ଯୋଗୁଁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି। ଗତକାଲି ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍‌ ଥିଲା।…