Odisha Link
Bridging the Missing Links in Odisha
Browsing Tag

World

କରୋନା: ଓଡ଼ିଶାରେ ୪୨, ଦେଶରେ ୫୧୯୩,…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨ରେ ପହଞ୍ଚିଛି। ଆଜି ଠାବ ହୋଇଥିବା ବ୍ୟକ୍ତି ଭୁବନେଶ୍ବର ସତ୍ୟନଗର ଅଞ୍ଚଳର। ତାଙ୍କର କୌଣସି ଗସ୍ତ ଇତିହାସ ନାହିଁ। ଅର୍ଥାତ୍‌ ସେ ସ୍ଥାନୀୟ କେଉଁଠୁ (ବଜାର, ସମ୍ପର୍କୀୟ ବା ସାଇପଡ଼ୋଶୀଙ୍କ ଠାରୁ) ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମଗ୍ର…

୧୦ ଲକ୍ଷ କରୋନା ଆକ୍ରାନ୍ତ, ୫୨ ହଜାର ମୃତ

ଓଏଲ୍‌ ବ୍ୟୁରୋ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୫୨ ହଜାରରୁ ଅଧିକ ହୋଇଛି। କାଲି ଗୋଟିଏ ଦିନରେ ବିଶ୍ବରେ ୭୪,୪୬୬ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ୫,୬୬୩ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ କେବଳ ଆମେରିକାରେ ୨୫ ହଜାର ନୂଆ ଆକ୍ରାନ୍ତ…

ବଢ଼ିଲା ସୁନା ଦର, ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧର ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି। ସକାଳୁ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଅନ୍ୟପଟେ ସୁନା ଦର ଉପରେ ପଡ଼ିଛି ପ୍ରଭାବ। ଆଜି ଭାରତରେ ସୁନାଦର ରେକର୍ଡ ଭାବେ ବୃଦ୍ଧି ପାଇଛି। ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୨.୩% ଅର୍ଥାତ ୯୧୮…

ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ବିଶ୍ବରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏ ସମ୍ପର୍କରେ ଏପରି ଅନୁମାନ କରିଛନ୍ତି ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ।…