Odisha Link
Bridging the Missing Links in Odisha
Daily Archives

August 26, 2019

ସ୍ମାର୍ଟନଗରୀର ଦମ୍ପତ୍ତି ପାଳିଲେ ନିଆରା…

ଭୁବନେଶ୍ବର: ବସ୍ତୁବାଦୀ ଦୁନିଆରେ ସାଧାରଣତଃ ଜନ୍ମଦିନ ପାଳନ ଲୋକମାନେ ହୋଟେଲ, କ୍ଲବ୍‌, ପଞ୍ଚତାରକା ହୋଟେଲ, ମଣ୍ଡପରେ ନିଜର ବନ୍ଧୁ, ବାନ୍ଧବ, ସାଙ୍ଗସାଥୀମାନଙ୍କୁ ଏକାଠି କରି ଜାକଜମକରେ ଖୁସି ମନେଇଥାନ୍ତି। ସହରରେ ପାର୍ଟି, ଫଙ୍କସନ , ଡିଜେ ଓ କେକ୍‌ କଟା ଜରିଆରେ ଜନ୍ମଦିନ ପାଳନ କରାଯିବା ପରମ୍ପରାରୁ…

ଓଡ଼ିଶା ପିସିସି: ନିରଞ୍ଜନଙ୍କୁ ଛାଡ଼ି…

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ଭାଙ୍ଗି ଦେଇଛନ୍ତି ଦଳର ଜାତୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡ଼ି ପିସିସି ଓ ଓଡ଼ିଶା କଂଗ୍ରେସର ଅନ୍ୟ ସମସ୍ତ କମିଟିରୁ ସମସ୍ତଙ୍କୁ ବିଦା କରିଦିଆଯାଇଛି। ଏନେଇ ପ୍ରେସ୍‌…

ରାଜଧାନୀ ଟ୍ରାଫିକ୍‌ ନିୟନ୍ତ୍ରଣ କରିବ…

ଭୁବନେଶ୍ବର: ରାଜଧାନୀକୁ ସୁରକ୍ଷା ଦେବ ଡ୍ରୋନ୍‌ କ୍ୟାମେରା। ରାଜଧାନୀ ଭୁବନେଶ୍ୱରରେ ଏବେ ଡ଼୍ରୋନ କ୍ୟାମେରା ଟ୍ରାଫିକ ଜଗିବ। ଏନେଇ ଆଜି ପୂର୍ବାହ୍ନରେ କହିଥିଲେ ଟୁଇନ୍‌ ସିଟି ନୂତନ ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହେଲେ ଆଜି ସନ୍ଧ୍ୟାରେ ପରୀକ୍ଷାମୂଳକ ଭାବେ ଡ୍ରୋନ କ୍ୟାମେରାର ବ୍ୟବହାର…

ଟ୍ରମ୍ପ-ମୋଦି ସାକ୍ଷାତ: ୟୁ-ଟର୍ଣ୍ଣ ନେଲେ…

ବିଏରିଜ୍‌: ଆଜି ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଉଥିବା ଟ୍ରମ୍ପ ବୈଠକ ପରେ ୟୁ-ଟର୍ଣ୍ଣ ନେଇଛନ୍ତି। ଜମ୍ମୁ-କଶ୍ମୀରରେ ଭାରତ…

୧୫ ଲକ୍ଷ ଟଙ୍କାର ଗଞେଇ ଜବତ

କଟକ : କଟକ ନିର୍ଗୁଣ୍ଡି ନିକଟରୁ ୧୫ ଲକ୍ଷ ଟଙ୍କାର ଗଞେଇ ଜବତ ହୋଇଛି। ଦାମୀ କାର୍ ସହ ଜଣଙ୍କୁ ଗିରଫ କରି ଖୋଳତାଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ। କନ୍ଧମାଳରୁ କଟକ ଦେଇ ଏହି ଗଞ୍ଜେଇ କଲିକତା ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । କନ୍ଧମାଳରୁ କଲିକତା ଭାୟା କଟକ ରୁଟ୍ ଦେଇ ଚାଲାଣ…

କେନ୍ଦ୍ର ସରକାର ସ୍ୱଚ୍ଛ ଏବଂ ସବୁଜ ଭାରତ…

ନୂଆଦିଲ୍ଲୀ: ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ୱଚ୍ଛ ଇନ୍ଧନର ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ୧୦ମ ସିଜିଡି ବିଡିଂ ରାଉଣ୍ଡ କାମ ପ୍ରାରମ୍ଭ ଅବସରରେ ଶକ୍ତି ବିଭାଗର ଅଂଶୀଦାର ଓ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ମଦର ଟେରେସାଙ୍କ ୧୦୯ତମ ଜୟନ୍ତୀ ସମାରୋହ…

ଭୁବନେଶ୍ବର : ଆଜି ମଦର ଟେରେସାଙ୍କ ପବିତ୍ର ଜୟନ୍ତୀ ସମାରୋହ ଭୁବନେଶ୍ବରର ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳନ କରାଯାଇଛିା ଏହି ସମାରୋହରେ ଓଡିଶାର ଅଗ୍ରଣୀ ଶିକ୍ଷା ଓ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ଆଡଭାନ୍ସଡ୍ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ…

ପୁଣି ବଢ଼ିଲା ସୁନା ଦର

ମୁମ୍ବାଇ: ସୁନା ବଜାରରେ ନିଆଁ। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ଆଜି ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା…

ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ: କେଉଁ…

ସମ୍ବଲପୁର: ବେଶ୍‌ କିଛିଦିନ ହେବ ପଦ୍ମଶ୍ରୀ ହଳଧର ନାଗଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଆଉଥରେ ଚର୍ଚ୍ଚାରେ ହଳଧର। କାରଣ ଗତକାଲର ସମ୍ବଲପୁରଠାରେ ସମ୍ବଲପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ବଲପୁରର ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତି…

ଏସ୍‌ପି ଭାବେ ଦାୟିତ୍ୱ ନେଲେ କେ.ଶିବା…

ରାଉରକେଲା : ରାଉରକେଲାର ନୂତନ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କେ.ଶିବା ସୁବ୍ରମଣି। ଆଜି ପୂର୍ବାହ୍ଣରେ ସେ ରାଉରକେଲା ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ରାଉରକେଲା ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଅପରାଧ ନିୟନ୍ତ୍ରଣ, ନକ୍ସଲ ଗତିବିଧି…