Odisha Link
Bridging the Missing Links in Odisha
Daily Archives

August 26, 2019

ଏଥର ରାଜଧାନୀରେ ଟ୍ରାଫିକ ଜଗିବ ଡ଼୍ରୋନ…

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏବେ ଡ଼୍ରୋନ କ୍ୟାମେରା ଟ୍ରାଫିକ ଜଗିବ। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ଏହି କଟକଣା ଲାଗୁ ହେବ ବୋଲି ଟୁଇନ ସିଟି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୋମବାର ସୂଚନା ଦେଇଛନ୍ତି। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ନୋ…

ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ: କୋଶଳ…

ସମ୍ବଲପୁର: ରାଜ୍ୟରେ ବର୍ଷ ତମାମ କୋଶଳ ରାଜ୍ୟ ଓ କୋଶଲୀ ଭାଷାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ହେଲେ ଜାଣିରଖନ୍ତୁ କୋଶଳ ରାଜ୍ୟ ନୁହେଁ ଏବଂ କୋଶଲୀ ମାତୃଭାଷା ନୁହେଁ। ଏକଥା ଆମେ କହୁନାହୁଁ। ଏକଥା ଭାରତୀୟ ଐତିହାସିକ ଗବେଷଣା ପରିଷଦ ଓ ଜନଗଣନା ଆୟୋଗର ସୂଚନା କହୁଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଐତିହାସିକ…

ବିଦା ହେଲେ ଆଉ ୨୨ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ : ଆଉ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରୀୟ ପରୋକ୍ଷ କର ବିଭାଗରୁ ବିଦା କରାଯାଇଛି। ଏହି ବିରଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ସିବିଆଇସି କେନ୍ଦ୍ରୀୟ ପରୋକ୍ଷ କର ଓ ଉତ୍ପାଦ ଶୁକ୍ଳ ବୋର୍ଡ। ଦୁର୍ନୀତି ଓ ବିଶୃଙ୍ଖଳା ପାଇଁ ଅଧୀକ୍ଷକ ପାହ୍ୟାର ଅଧିକାରୀ ବିଦା ହୋଇଥିବା ସୂଚନା…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ବଳଦିଆବନ୍ଧ ନିକଟରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ବଳଦିଆବନ୍ଧ ରାସ୍ତା କାମରେ…

ମାଓ ମୁକାବିଲା ବୈଠକ ପରେ ଏହା କହିଲେ…

ନୂଆଦିଲ୍ଲୀ : ମାଓ ମୁକାବିଲା ନେଇ ସୋମବାର ନୂଆଦିଲ୍ଲୀ ଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏହାଛଡ଼ା ଛତିଶଗଡ଼, ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା,…

ଗତକାଲି ଫ୍ଲାଏଓଭର ଦବିବା ପରେ ଆଜି ଆରମ୍ଭ…

ଭୁବନେଶ୍ବର : ଗୋଟିଏ ବର୍ଷ ତଳେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ଦବି ଯିବା ପରେ ଏହାର ମରାମତି କାମ ଆଜି ଆରମ୍ଭ ହୋଇଛି। ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବିଯାଇଛି ଓଭରବ୍ରିଜ୍। ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଞ୍ଚି ପର୍ଯ୍ୟନ୍ତ ଦବିଯାଇଛି। ଯାହା ଫଳରେ ଏହି ଫ୍ଲାଏ…

ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଅଟକ

ଖୋର୍ଦ୍ଧା : ବିଟ କରେଂସି ନାମରେ ବହୁଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ସ୍ଥାନୀୟ ଲୋକମାନେ ଜଟଣୀ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ଧରି ଜଟଣୀ ପୋଲିସର ଜିମା ଦେଇଛନ୍ତି । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟ ଗାନ୍ଧୀ ନଗର ଠାରେ ଏକ କମ୍ପ୍ୟୁଟର…

ଜି-୭ ଶିଖର ସମ୍ମିଳନୀ: ଆଜି ମୋଦି-…

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀ ଫ୍ରାନ୍ସର ବ୍ୟାରିଟିଜ୍‌ରେ ସହରରେ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ପହଞ୍ଚି ବହୁ ରାଷ୍ଟ୍ର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଏହି ୨…

ରମାଦେବୀ କଲେଜରେ ଦୁଇ ଛାତ୍ରୀ ଗୋଷ୍ଠୀ…

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ସରକାର ଅକଳରେ ପଡ଼ିଯାଇଛନ୍ତି। ବିଭିନ୍ନ କ୍ୟାମ୍ପସରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିର୍ବାଚନ ବନ୍ଦ ପ୍ରତିବାଦରେ…

ସୋରରେ ଭୁଶୁଡ଼ିଲା ପୋଲ

ବାଲେଶ୍ବର : ଅଳ୍ପକେ ବର୍ତିଯାଇଛନ୍ତି ଗଭୀର ନଳକୂପ ଖୋଳିବାକୁ ଆସିଥିବା ଟ୍ରକ। ଖଇରା ବ୍ଲକ ତୁରିଗଡ଼ିଆ ମଛଦା ଗ୍ରାମ ରାସ୍ତାରେ ଥିବା ପୋଲ ଭୁଷୁଡ଼ିଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ଏହି ଗାଁକୁ ନଳକୂପ ଖୋଳିବାକୁ ଆସିଥିବା ଟ୍ରକଟି ଯାଉଥିବା ବେଳେ ହଠାତ ଏହି ପୋଲଟି ଭାଙ୍ଗି ଯାଇଥିଲା । ଏହି ଟ୍ରକ…