Odisha Link
Bridging the Missing Links in Odisha
Daily Archives

August 26, 2019

ଚିଦାମ୍ବରମଙ୍କୁ ଝଟକା, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ ବ୍ୟର୍ଥ ବୋଲି କହି କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ…

ନବୀନ ନିବାସରେ ସଦସ୍ୟ ସଂଗ୍ରହ ଅଭିଯାନ…

ଭୁବନେଶ୍ୱର : ବିଜେପି ତା’ର ସଭ୍ୟ ସଂଗ୍ରହ ପ୍ରକ୍ରିୟା ଶେଷ କରିବା ପରେ ବିଜେଡି ମଧ୍ୟ ସମାନ ରଣନୀତି ଆପଣାଇଛି। ଆସନ୍ତା ୨ ତାରିଖରୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଏନେଇ ସୋମବାର ନବୀନ ନିବାସରେ ସଦସ୍ୟ ସଂଗ୍ରହ ଅଭିଯାନ କମିଟିର ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ବିଜେଡିର ବରିଷ୍ଠ…

ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ…

କନ୍ଧମାଳ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ହାଇସ୍କୁଲ୍‌ର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଓ ଅନ୍ୟ ଦୁଇ ଜଣ ଶିକ୍ଷକ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ବାଦପୁର ଘାଟିରେ ବାଇକକୁ ଧକ୍କା ଦେଲା…

ଗଜପତି : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବାଦପୁର ଘାଟିରେ ପାଇପ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜମସାହିର ବନ୍ଧୁ ମାଝୀ । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟାରେ ଏକ ଟ୍ରକ୍ ପାଇପ…

ଋଷିକୁଲ୍ୟାରେ ଭାସିଗଲେ ୫ ଝିଅ

ହିଞ୍ଜିଳିକାଟୁ : ଖୁଦୁରୁକୁଣୀ ବ୍ରତ ପାଳନ କରୁଥିଲେ। ବ୍ରତ ପୂଜା କରିବା ପୂର୍ବରୁ ରବିବାର ପୂର୍ବାହ୍ନରେ କଳସରେ ପାଣି ଆଣିବାକୁ ଋଷିକୁଲ୍ୟା ନଦୀକୁ ଯାଇଥିବା ୫ ଜଣ ଝିଅ। ହେଲେ ପାଞ୍ଚ ଜଣ ଋଷିକୁଲ୍ୟା ନଦୀରେ ଭାସି ଯାଇଥିଲେ । ସୌଭାଗ୍ୟ ବଶତଃ ୪ ଜଣ ବର୍ତ୍ତି ଯାଇଛନ୍ତି। ଜଣେ ଏଯାବତ୍ ନିଖୋଜ ଅଛନ୍ତି।…

ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା…

ଭୁବନେଶ୍ୱର : ରାଜ୍ୟର ୮ଟି ଜିଲ୍ଲାରେ ଆଜି ପୂର୍ବାହ୍ନ ୧୦: ୩୦ ରୁ ଅପରାହ୍ନ ୧:୩୦ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ୮ଟି ଜିଲ୍ଲା ଗୁଡ଼ିକ ହେଉଛି – ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି,…

କଥା, କବିତା, ନୃତ୍ୟ ଓ ସଂଗୀତର ଉଷ୍ମ…

ଶରତ କୁମାର ଦାଶଙ୍କ ୮ମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଆରୋହଣ’ ଓ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଉନ୍ମୋଚିତ ଭୁବନେଶ୍ୱର: ପ୍ରସିଦ୍ଧ କବି ଓ କଥାକାର ଶ୍ରୀ ଶରତ କୁମାର ଦାଶଙ୍କ ବିବିଧ ସୃଜନଧାରାକୁ ନେଇ ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ପକ୍ଷରୁ ‘ଶରତ ସଂଧ୍ୟା’ ନାମରେ ଏକ…

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପୂର୍ବରୁ…

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ପୁରୀ ସହରର ଯାହା କିଛି କ୍ଷତି ହୋଇଥିଲା ରାଜ୍ୟ ସରକାର ଇତିମଧ୍ୟରେ ଏକାଧିକ ବଡ଼ ଯୋଜନା ଘୋଷଣା କରି ସେସବୁ କ୍ଷତିର ଭରଣା କରିବାକୁ ପ୍ରୟାସ କରିଛନ୍ତି। ‌ସହରର ବିକାଶ ପାଇଁ ମୋଟ ୭୬୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରୀର ବିକାଶ…

ସ୍ତ୍ରୀର କଟାମୁଣ୍ଡ ଆଣି ଥାନାରେ…

ପୁରୀ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଛି ସ୍ବାମୀ। କଟାମୁଣ୍ଡକୁ ବ୍ୟାଗରେ ଧରି ଆଠ କିଲୋମିଟର ସାଇକେଲ ଯୋଗେ ଅସ୍ତରଙ୍ଗ ଥାନାରେ ସ୍ବାମୀ ପହଞ୍ଚିଛି ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ସ୍ବାମୀର ନାଁ…

ଆଜି ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମ୍‌ ଆଇଏନଏକ୍ସ ମିଡିଆ ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ଅଛନ୍ତି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ନାମଞ୍ଜୁର…